ଟ୍ରେନ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର
କଣ୍ଟାବଣିଆ ଥାନା ଅନ୍ତର୍ଗତ ବୁଢାପଙ୍କ ସୁକିନ୍ଦା ରେଳପଥରେ ମାଲବାହୀ ଟ୍ରେନ ଧକ୍କାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଆଉ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି ।
ସୂଚନା ଅନୁଯାଇ କଣ୍ଟାବଣିଆ ଥାନା ଅନ୍ତର୍ଗତ କମଳାଙ୍ଗ ପଞ୍ଚାୟତ ଭଗାମୁଣ୍ଡା ଗ୍ରାମର ଦୁଇ ଯୁବକ ସନ୍ଧ୍ୟା ପ୍ରାୟ ୫ଟା୩୦!-->!-->!-->…