ସରାଙ୍ଗ ଆଇଜିଆଇଟି ରେ ଜଣେ କରୋନା ପଜେଟିଭ୍ ଚିହ୍ନିଟ, ଅନଲାଇନ୍ ପରୀକ୍ଷା ଦାବିରେ ଛାତ୍ରଛାତ୍ରୀ ଙ୍କ ଧାରଣା
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ସ୍ଥିତ ସରାଙ୍ଗ ଆଇଜିଆଇଟି କଲେଜ ବିଟେକ୍ ଫାଇନାଲ୍ ବର୍ଷର ଜଣେ ଛାତ୍ର କରୋନା ପଜେଟିଭ୍ ଚିହ୍ନିଟ ହେବା ପରେ , ଅନଲାଇନ୍ ପରୀକ୍ଷା ଦାବିରେ ଫାଇନାଲ୍ ବର୍ଷର ଛାତ୍ରଛାତ୍ରୀ କଲେଜ ଗେଟ୍ ସମ୍ମୁଖରେ ଧାରଣା ଦେଇଥିଲେ ।
ସୂଚନା ମୁତାବକ ,ଫାଇନାଲ୍ ବର୍ଷର ଜଣେ ଛାତ୍ର!-->!-->!-->…