କଳିଙ୍ଗ ପାଇକ ସମାଜର ରାଜ୍ୟସ୍ତରୀୟ ଉଦଘାଟନ ଉତ୍ସବ ଅନୁଷ୍ଠିତ !
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ ଖଜୁରିଆକଟା ରେ ସୋମବାର ଦିନ ଉଦଘାଟିତ ହୋଇଯାଇଛି କଳିଙ୍ଗ ପାଇକ ସମାଜ ।ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପ ବାଚସ୍ପତି ରଜନୀକାନ୍ତ ସିଂହ , ସ୍ଥାନୀୟ ବିଦ୍ୟା ବିଧାୟିକା ସୀମାରାଣୀ ନାୟକ , ହିନ୍ଦୋଳ ରାଜା ସାହେବ ଶୈଳେନ୍ଦ୍ର ନାରାୟଣ ସିଂହଦେବ , ପ୍ରଫେସର!-->…