କାଠଫାଳିଆ ମାଡ଼ରେ ବୃଦ୍ଧଙ୍କ ମୃତ୍ୟୁ ଘଟଣା ; ଅଭିଯୁକ୍ତ ଗିରଫ
ସଦର ଥାନା ଅନ୍ତର୍ଗତ ବଡ଼ ନାଗେନା ଗ୍ରାମରେ ଫସଲ ଖାଇବାକୁ କେନ୍ଦ୍ର କରି ଜଳି ମାଲିକ ମୂରଲୀଧର ପାଣିଙ୍କୁ କାଠଫାଳିଆରେ ବାଡେଇ ହତ୍ୟା କରିବା ଘଟଣାରେ ଅଭିଯୁକ୍ତ ଦାଦା ଓ ପୁତୁରା ଙ୍କୁ ଗିରଫ କରିଛି ପୋଲିସ ।
ସୂଚନା ଅନୁଯାୟୀ , ମୁରଲୀଧର ପାଣି ( ୬୦)ଙ୍କ ବିଲରେ ଗୋରୁ ପଶି ଫସଲ ନଷ୍ଟ!-->!-->!-->…