News
lipub
samparksetu
Browsing Tag

#dhenkanal #dhenkanalupdate

ରାଣୀ ଲକ୍ଷ୍ମିବାଇ ଏବଂ ମହାରାଣୀ ସୁକଦେଇଙ୍କର ଜୟନ୍ତୀ ପାଳନ

ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ମହିଳା ଶାଖା ପକ୍ଷରୁ ମହାରାଣୀ ସୁକଦେଇ ଏବଂ ରାଣୀ ଲକ୍ଷ୍ମିବାଇଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ସଭାପତି ପ୍ରଭାତି ମହାପାତ୍ରଙ୍କ ସଭାପତିତ୍ବରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ପୁଷ୍ପମାଲ୍ୟ ଅର୍ପଣ କରି କହିଲେ ମହାରାଣୀ ସୁକଦେଇ ଭାରତବର୍ଷର ଏକମାତ୍ର

କୁନାଲ କମ୍ପାନୀ ବେଆଇନ ମରମ ଉଠାଣ ପ୍ରସଙ୍ଗ ; ଜଙ୍ଗଲ ଓ ପରିବେଶ କ୍ଷତିପୂରଣ ଆକଳନ ନିର୍ଦ୍ଦେଶ ଦେଲେ ଏନ୍ ଜି ଟି

ତାଳଚେର-ଡୁବୁରୀ ଜାତୀୟ ରାଜପଥ ସଂପ୍ରସାରଣ ଚାଲିଥିବା ବେଳେ , ବହ୍ଲର ଛକ ଠାରୁ କାମାକ୍ଷାନଗର ପର୍ଯ୍ୟନ୍ତ କୁନାଲ ଷ୍ଟ୍ରକ୍ଚର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ ନାମକ ଏକ ଘରୋଇ କମ୍ପାନୀ ଉକ୍ତ କାର୍ଯ କରୁଥିବା ବେଳେ ଆଇନ ଉଲ୍ଲଂଘନ କରି ଜଙ୍ଗଲ ଜମି ରୁ ବେଆଇନ ମରମ ଓ ମାଟି ଉଠାଣ କରୁଥିବା ନେଇ

ପୋଖରୀ ରେ ଗାଧୋଇବାକୁ ଯାଇ ଚାଲିଗଲା ଜୀବନ

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ମନ୍ଦାର ପଞ୍ଚାୟତ ଚିତଲପୁର ଗାଁ ରେ ଆଜି ଜଣେ ଦୃଷ୍ଟିହୀନ ବୃଦ୍ଧା ଗ୍ରାମ ପୋଖରୀ ରେ ଗାଧୋଇବାକୁ ଯାଇ ବୁଡ଼ିଯାଇଛନ୍ତି । ମୃତ ବୃଦ୍ଧା ଜଣକ ହେଲେ ବୁଟି ସେନାପତି (୫୬) । ସୂଚନା ଅନୁଯାୟୀ , ବୁଟି ଆଜି ପୋଖରୀ କୁ ଗାଧୋଇବାକୁ ଯାଇଥିଲେ ,

ସରକାରୀ ସହାୟତା ଅପେକ୍ଷାରେ ରହି ଜୀବନ ସହ ସଗ୍ରାମ କରୁଛନ୍ତି ନରହରି

ସରକାରୀ ସହାୟତା ଅପେକ୍ଷାରେ ନରହରି। ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ଅଧୀନରେ ଥିବା ମଠତେନ୍ତୁଳିଆ ପଞ୍ଚାୟତର ମଠତେନ୍ତୁଳିଆ ଗ୍ରାମର ନରହରୀ ପଲେଇ ଦୀର୍ଘ ଦିନ ଧରି ରୋଗରେ ପୀଡ଼ିତ ଅଛନ୍ତି ତେଣୁ ଦୁଃଖ ରେ ଦିନ କାଟୁଛନ୍ତି ପରିବାର । ନରହରି ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ର ରେ

ଢେଙ୍କାନାଳ ଜିଲ୍ଲାରେ ବିଶ୍ୱ ମତ୍ସ୍ୟ ଦିବସ ପାଳନ

ଜିଲ୍ଲା ମତ୍ସ୍ୟ ଅଧିକାରୀ କାର୍ଯ୍ୟାଳୟରେ ବିଶ୍ଵ ମତ୍ସ୍ୟ ଦିବସ କୋଭିଡ୍ କଟକଣା ମଧ୍ୟରେ ପାଳନ କରାଯାଇଛି । ଏହି ସମାରୋହରେ ଢେଙ୍କାନାଳର ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ମହୋଦୟ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର

ଓଡିଶା ଡ୍ରାଇଭର ମହାସଂଘର ଦ୍ୱାରସ୍ତ ହେଲେ ନାଲୁର ମା

ଓଡିଶା ଡ୍ରାଇଭର ମହାସଂଘର ଏକ ବୈଠକ ସୁରପ୍ରତାପପୁର ର ମା କାଲୁଣୀଙ୍କପୀଠରେ ଅନୁଷ୍ଠିତ ହେଉଥିବା ସମୟରେ ସାକ୍ଷାତ କରିଥିଲେ ତେଲେଙ୍ଗାନାରେ ମରଣ ସହ ଲଢେଇ କରୁଥିବା ଡ୍ରାଇଭର ନାଲୁ ମହାନ୍ତିର ମା ଦମୟନ୍ତୀ ମହାନ୍ତି । ସୁଚନା ମୁତାବକ ତେଲେଙ୍ଗାନା ରାଜୟର ମେହେବୁବନଗର ରେ ନିର୍ମାଣାଧିନ

ନୂଆ ଭୁବନରେ ହୃଦଘାତରେ ଯୁବକ ମୃତ

ବିଜ୍ଞାପିତ ଅଚଂଳ ପରିଷଦର ଜଣେ କାଠ କାରିଗର ହୃଦଘାତରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ ନୁଆଭୁବନ ୱାର୍ଡ ନମ୍ବର ତିନି ବଡଦାଣ୍ଡ ତେଲିସାହିର ବାବାଜି ଚରଣ ସାହୁ(୪୦) ଜଣେ କାଠ କାରିଗର ଶ୍ରମିକ ଭାବେ ବେଶ ପରିଚିତ । ଶନିବାର ଦିନ ସନ୍ଧ୍ୟାରେ ଘରୁ ବାହାରିଯାଇଥିଲେ ବି

ଓଡିଶା ଡ୍ରାଇଭର ମହାସଂଘର ସୁରପ୍ରତାପପୁରରେ ଶୋଭାଯାତ୍ରା

ଓଡିଶା ଡ୍ରାଇଭର ମହାସଂଘର ବିଭିନ୍ନ ଦାବିନେଇ ସୁରପ୍ରତାପପୁର ପଚାଂୟତ ରେ ସଚେତନତାସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବ୍ଲକ ସଭାପତି ବାବୁଲି ଜେନା ଅଧକ୍ଷତା କରିଥିଲେ ।ରାଜ୍ୟ ସଭାପତି ଅଜୁ ଭାଇଙ୍କ ନିଦ୍ଦେର୍ଶକ୍ରମେ ଜିଲ୍ଲା ସଭାପତି ନରୋତମ ମହାରଣା ଅତିଥି ଭାବେ ଯୋଗଦେଇଥିଲେ ।

ଅତିଥି ଶାଳା

ମନ ଏକ ଅତିଥିର ଶାଳାଏଠି ସବୁ ଅତିଥିମନ ଏକ ଅତିଥିର ଶାଳାଏଠି ସବୁ ଅତିଥି ଆଉ ବୟସ ………… ବୟସ ଏକ ସମୟ ପରିସବୁ ଦେଖି ଚାଲୁ ଥାଏଅପେକ୍ଷା ନକରି , ଅତୀତ ଏକ ପାନ୍ଥଶାଳାଅତୀତ ଏକ ପାନ୍ଥଶାଳା……..ସ୍ମୁତି ର ସହରରେ ଆଉ ସମ୍ପର୍କ ………… ସମ୍ପର୍କ ଏଠିସ୍ୱାର୍ଥ ସାଥେସାଥି ହୋଇ

୬୬ତମ ଅଷ୍ଟପ୍ରହର ନାମଯଜ୍ଞ ଉଦଯାପିତ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କଙ୍କଡ଼ାହାଡ଼ ଗ୍ରାମରେ ୬୬ତମ ଅଷ୍ଟପ୍ରହର ନାମଯଜ୍ଞ କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ ପରିଚାଳନା କମିଟିର ସଭାପତି ବିଷ୍ଣୁ ଚରଣ ସିଂହ ,ସମ୍ପାଦକ ଶୁଭେନ୍ଦୁ ପାଳ ,ସହ - ସମ୍ପାଦକ ତ୍ରିଲୋଚନ ପଣ୍ଡା ,ସଭ୍ୟ ଶମ୍ଭୁନାଥ ସିଂହ ,
error: Content is protected !!