ପୋଖରୀ ରେ ଗାଧୋଇବାକୁ ଯାଇ ଚାଲିଗଲା ଜୀବନ
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ମନ୍ଦାର ପଞ୍ଚାୟତ ଚିତଲପୁର ଗାଁ ରେ ଆଜି ଜଣେ ଦୃଷ୍ଟିହୀନ ବୃଦ୍ଧା ଗ୍ରାମ ପୋଖରୀ ରେ ଗାଧୋଇବାକୁ ଯାଇ ବୁଡ଼ିଯାଇଛନ୍ତି । ମୃତ ବୃଦ୍ଧା ଜଣକ ହେଲେ ବୁଟି ସେନାପତି (୫୬) ।
ସୂଚନା ଅନୁଯାୟୀ , ବୁଟି ଆଜି ପୋଖରୀ କୁ ଗାଧୋଇବାକୁ ଯାଇଥିଲେ ,!-->!-->!-->…