News
lipub
samparksetu
Browsing Tag

#dhenkanal #dhenkanalupdate

ଡ଼ଙ୍ଗା ଭସାଇବାକୁ ଯାଇ ଅକାଳରେ ଚାଲିଗଲା ନାବାଳକର ଜୀବନ

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବ୍ରାହ୍ମଣୀ ନଦୀରେ ଡଙ୍ଗା ଭସାଇବାକୁ ଯାଇ ଅଷ୍ଟମ ଶ୍ରେଣୀ ଛାତ୍ର ନିଖୋଜ । ଏହି ଅବସରରେ ନଦୀରେ ଡଙ୍ଗା ଭସାଇ ବୁଡ ଦେବାକୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା ।ଭୁବନ ୧ନଂ ୱାର୍ଡ ନିବାସୀ ବିଦ୍ୟାଧର ନାୟକଙ୍କ ଏକମାତ୍ର ପୁଅ ରୋଶନ ନାୟକ (୧୩) ବ୍ରାହ୍ମଣୀ

ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ପକ୍ଷରୁ ଇଂରାଜୀ କିଟ୍ ବଣ୍ଟନ

ଢେଙ୍କାନାଳ ସଦର ବ୍ଲକ୍ ଶାଖା ତରଫରୁ ତାଳବରକୋଟ ଜି.ପି. ର ସିଆରିଆ ଗ୍ରାମରେ ଇଂରାଜୀ କିଟ୍ ବଣ୍ଟନ କାର୍ଯ୍ୟକ୍ରମ ହୋଇଯାଇଅଛି । କାର୍ଯ୍ୟକ୍ରମର ସଭାପତି ବୈକୁଣ୍ଠ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗ୍ରାମର ମୁଖ୍ୟ ସଞ୍ଜୟ ପରିଡ଼ା, ଫୋରମର ସଦର ବ୍ଲକ୍ ସମ୍ପାଦକ ମିଟୁନା

ଭୋଟର ତାଲିକା ପଞ୍ଜିକରଣ ଓ ସଂଶୋଧନ ସଚେତନତା କର୍ଯ୍ୟକ୍ରମ

ପରଜଙ୍ଗ ବ୍ଲକର ବାରିହାପୁର ମହାବିଦ୍ୟାଳୟ ଠାରେ ଭୋଟର ତାଲିକା ପଞ୍ଜିକରଣ ଓ ସଂଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପରଜଙ୍ଗ ତହସିଲଦାର ଖଗେଶ୍ବର ପାତ୍ର ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୋଦ ବିହାରୀ ବେହେରା ଯୋଗଦାନ କରି ଛାତ୍ର ଓ

କଲେଜ ଛାତ୍ରଙ୍କୁ ଘୋଷାଡି ନେଲା କାର ,ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ;ଉତ୍ୟକ୍ତ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର ମଠକରଗୋଳା ଛକ ନିକଟରେ ଛିଡା ହୋଇଥିବା ଜଣେ କଲେଜ ଛାତ୍ରଙ୍କ ଘୋଷାଡି ନେଲା କାର ,ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ମଠକରଗୋଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଦିଲ୍ଲୀ ଗଲା ସୁରେନ୍ଦ୍ର ; ଗିରଫ ଭୟରେ ବୋହୁ ଲୋକ ଛାଡିଲେ ବସ୍ତି

ଢେଙ୍କାନାଳ କଲୋନୀ ସାହିର ଶିଶୁ ପର୍ଣ୍ଣ ଭିଡିଓ ଘଟଣାରେ ସିବିଆଇ ପକ୍ଷରୁ ଯାଞ୍ଚ କରାଯାଇଥିଲା । ଏହାକୁ ନେଇ ସିବିଆଇ ଦଳ ଉପରେ ସ୍ଥାନୀୟ ଅଞ୍ଚଳବାସୀ ଆକ୍ରମଣ କରିଥିଲେ। ଏହା ପରେ କଲୋନୀ ସାହିରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପୋlଲିସ ଭୟରେ ଅନେଜ ଘର ଛାଡ଼ି ଅନ୍ୟତ୍ର ଚାଲିଯାଇଥିବା ଜଣା

ହୋଣ୍ଡା ୟୁନିକର୍ନ ଗାଡି ଡିକି ଭାଙ୍ଗି ୭୫ ହଜାର ଲୁଟ !

ଭୁବନ ଥାନା ଅଧୀନ ରେ ଚୋରୀ ବଢ଼ି ଚାଲିଛି । ଭୁବନ ବିଦ୍ୟୁତ ବିଭାଗ ର ଇଲେକ୍ଟ୍ରିସିଆନ ଙ୍କ ହୋଣ୍ଡା ୟୁନିକର୍ନ ଗାଡି ଡିକି ଭାଙ୍ଗି ୭୫ହଜାର ଲୁଟ ହୋଇଛି । ତାହା ପୁଣି ଦିନ ଦ୍ୱିପ୍ରହରରେ । ବିଦ୍ୟୁତ କାର୍ଯ୍ୟାଳୟ ରେ ଚାକିରୀ କରିଥିବା ମୁର୍ଦଙ୍ଗା ପଂଚାୟତ କୁଣ୍ଡା ଗ୍ରାମ ର ସୁଦାମ ନାୟକ

ବିିଷାକ୍ତ ବର୍ଜ୍ୟଜଳର ପରିଚାଳନା ପାଇଁ ୟୁଭି ଅକ୍ସିଡେସନ୍ ପ୍ରକଳ୍ପର କାର୍ଯ୍ୟକାରିତା ଲାଗି ଟାଟା ଷ୍ଟିଲ୍…

ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ଅବସ୍ଥିତ ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍‌ଏମ୍‌) କାରଖାନାକୁ ଏହାର କୋକ୍ ଓଭେନ୍‌ରୁ ବାହାରୁଥିବା ବିଷାକ୍ତ ବର୍ଜ୍ୟଜଳ ପରିଚାଳନା କାର୍ଯ୍ୟକାରୀ କରାଯାଇଥିବା ଅଲଟ୍ରାଭାୟୋଲେଟ୍ (ୟୁଭି) ଅକ୍ସିଡେସନ୍ ପ୍ରକଳ୍ପ ପାଇଁ ଟାଟା ଗ୍ରୁପ୍ କଂପାନିର ପ୍ରମୁଖ ନବସୃଜନ

ଦୂଷିତ ଢେଙ୍କାନାଳ ର ଲାଇଫ ଲାଇନ କୁହାଯାଉଥିବା ବ୍ରାହ୍ମଣୀ ; ଭାସୁଛି ମେଞ୍ଚା ମେଞ୍ଚା ଫେଣ

ଢେଙ୍କାନାଳ ଜିଲ୍ଲା ଦେଇ ପ୍ରବାହିତ ହେଉଛି ପୂଣ୍ୟତୋୟା ବ୍ରାହ୍ମଣୀ ନଦୀ । ମଙ୍ଗଳବାର ଦିନ ବ୍ରାହ୍ମଣୀ ନଦୀରେମେଞ୍ଚା ମେଞ୍ଚା ଫେଣ ଭାସୁଥିବାର ଦେଖିବାକୁ ମିଳିଥିଲା । ନଦୀ କୂଳରେ ରହୁଥିବା ଶହ ଶହଗ୍ରାମ ବାସୀଙ୍କ ସହିତ ଗୃହପାଳିତ ପଶୁ ମାନେ ଏହି ଫେଣ ଯୁକ୍ତ ପାଣି ପିଇବା ଦ୍ୱାରା ରୋଗରେ

ନୂତନ ଭୋଟର ପଞ୍ଜିକରଣ ତଥା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁନେଇବିଲରେ ନୂତନ ଭୋଟର ପଞ୍ଜିକରଣ ତଥା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟ ଅଧ୍ୟକ୍ଷ ଶିଶିର କୁମାର ରାଉତ ଅଧ୍ୟକ୍ଷତା କରିବା ସହ ସଚେତନ ନାଗରିକ ହୋଇ ଭୋଟ ଦେବାପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏହି

ବଡ଼ଓଷା ଓ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଜିଲ୍ଲାର ୧୬ ଟି ମନ୍ଦିରରେ ୧୪୪ ଧାରା ଜାରି

ବଡ଼ଓଷା ଓ କାର୍ତ୍ତିକ ପୂର୍ଣ୍ଣିମା ଅବସରରର କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଭିଡକୁ ନିୟନ୍ତ୍ରଣ କରିବାପାଇଁ ପ୍ରଶାସନ ପକ୍ଷରୁ ଜିଲ୍ଲାର ୧୬ଟି ମନ୍ଦିରରେ ୧୪୪ ଧାରା ଲାଗୁ କରାଯାଇଛି । କରୋନା ସଂକ୍ରମଣ ଆଶଙ୍କା କରି ବଡ଼ଓଷା ଓ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ବିଭିନ୍ନ ମନ୍ଦିରକୁ
error: Content is protected !!