News
lipub
samparksetu
Browsing Tag

#dhenkanal #dhenkanalupdate

୫୩ ନଂ ଜାତୀୟ ରାଜପଥରେ ନିମ୍ନ ମାନର କାମ ହେତୁ ଜନ ଅସନ୍ତୋଷ ବୃଦ୍ଧି

ଢେ଼ଙ୍କାନାଳ ଜିଲ୍ଲା ର ପିଟିରି ରୁ ଡୁବୁରି ପର୍ଯ୍ୟନ୍ତ ଚାଲିଥିବା ୫୩ନଂ ଜାତୀୟ ରାଜପଥ କାର୍ଯ୍ୟ ଚାଲୁଥିବା ମାଳପୁରା ରୁ ବାଇସିଙ୍ଗା ଲୁଣି ରେ ହେଉଥିବା କାର୍ଯ ସଂମ୍ପୂର୍ଣ୍ଣ ନିମ୍ନ ମାନର ହୋଇଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି କାମାକ୍ଷାନଗର ଠାରୁ ଡୁବୁରି

ତପୋବନ ମେଳା ଅନୁଷ୍ଠିତ

ମହିମାଧାର୍ମ ର ଏନ୍ତୁଡ଼ିଶାଳ କୁହାଯାଉଥିବା ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ଅନ୍ତର୍ଗତ ତପୋବନ ପରିସରରେ ଆଜି ତପୋବନ ମହିମା ବିହାର ଆନୁକୂଲ୍ୟରେ ତପୋବନ ମେଳା ଅନୁଷ୍ଠିତ ହୋଇଯାଇଛି । କୋଭିଡ଼ କଟକଣା ମାନି ଭକ୍ତମାନେ ପବିତ୍ର ପୀଠରେ ଉପସ୍ଥିତ ରହି ଜଗତ କଲ୍ୟାଣ ଉଦେଶ୍ୟରେ ଗୁରୁ ମହିମା

ଐତିହାସିକ ଅନନ୍ତ ଶୟନ ଙ୍କ ମୂର୍ତ୍ତି ର ସୁରକ୍ଷା ଦାବି

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଳକ୍ ଅନ୍ତର୍ଗତ ସରାଙ୍ଗ ଗ୍ରାମ ବ୍ରାହ୍ମଣୀ ନଦୀକୂଳରେ ଥିବା ଐତିହାସିକ ଅନନ୍ତ ଶୟନ ଙ୍କ ମୂର୍ତ୍ତି ଏବେ ନିଜର ଅସ୍ତିତ୍ବ ହଜାଇବାକୁ ବସିଲାଣି । ଏହି ମୂର୍ତ୍ତି ଟି ଏସିଆ ମହାଦେଶର ସର୍ବ ବୃହତ୍ତମ ବିଷ୍ଣୁ ମୂର୍ତ୍ତି ଭାବରେ ମାନ୍ୟତା ପାଇଛି । କିନ୍ତୁ କିଛି

ଇଂରାଜୀ ପୁସ୍ତକ ‘କ୍ରନିକିଲ୍ସ ଅଫ୍‍ ଏ କର୍ପୋରେଟ୍‍ ଏକ୍‍ଜିକ୍ୟୁଟିଭ୍‍’ ଉନ୍ମୋଚିତ

ଷ୍ଟୋରୀ ଟେଲିଂ ବା କାହାଣୀ କହିବା ଏକ କଳା । ଖବର, ଫିଚର ଆଦି ସାମ୍ବାଦିକତାର କୌଣସି ବିଭବ ହେଉ କି ସାହିତ୍ୟିକ କୌଣସି ଲେଖା ସବୁଥିରେ କାହାଣୀ କହିବାର କଳା ହିଁ ଗୁରୁତ୍ୱପୂର୍ଣ୍ଣ । କାରଣ, ଏହା ଲେଖାକୁ ପ୍ରଭାବଶାଳୀ କରିଥାଏ ବୋଲି କହିଛନ୍ତି ଲୋକସମ୍ପର୍କ ଗୁରୁ ତଥା ଲେଖକ ରମେନ୍ଦ୍ର କୁମାର

ପୋଖରୀ ରୁ ବୃଦ୍ଧ ଙ୍କ ମୃତଦେହ ଉଦ୍ଧାର !

ଢେ଼ଙ୍କାନାଳ ଜିଲ୍ଲା ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ମାଣିତ୍ରୀ କୁଣ୍ଡି ପୋଖରୀରୁ ଜଣେ ବୃଦ୍ଧ ଙ୍କ ମୃତ ଦେହ ଉଦ୍ଧାର ହୋଇଛି ।ମୃତକ ଜଣଙ୍କ ଉକ୍ତ ଗ୍ରାମର ନୀଳମଣି ନାଥ (୬୮) । ତାଙ୍କୁ ଗଁଦିଆ ଅଗ୍ନିଶମ ବିଭାଗ ଦ୍ଵାରା ଉଦ୍ଧାର କରାଯାଇଥିଲା । ହେଲେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବାର

ରୋଜଗାରିଆ ପୁଅ ଚାଲିଗଲା ପରେ ପାଞ୍ଚ କେଜି ଚାଉଳ ରେ ବଞ୍ଚିଛି ପରିବାର

ଦୁଃଖ ଯେତେବେଳେ ଆସେ ସାଥି ଭାଇ ଙ୍କୁ ସାଙ୍ଗରେ ଧରି ଆସିଥାଏ ।ଏଭଳି ଘଟଣା ଘଟିଛି ଭୁବନ ୱାର୍ଡ ନମ୍ବର ୨ କୋଲ୍ହ ସାହିରେ । ମଙ୍ଗୁଳି ସାହୁ (୬୬) ଦିବ୍ୟାଙ୍ଗ କିଡିନୀ ରୋଗ ରେ ଆକ୍ରାନ୍ତ । କିଛିଦିନ ତଳେ ନିଜର ଏକମାତ୍ର ପୁତ୍ର ବାପି( ୨୫)କୁ କରୋନା ଯୋଗୁଁ ହରାଇଛନ୍ତି। ଯେ କି ଇଲେକ୍ଟ୍ରି

ଚାଷ କାର୍ଯ୍ୟପାଇଁ ଚାଷୀ ଆଉ ବର୍ଷା ଉପରେ ନିର୍ଭର କରିବାକୁ ପଡିବ ନାହିଁ

ନଦୀବନ୍ଧ ଦ୍ୱାରା କରାଯାଇଥିବା ଡ୍ୟାମର ପାଣିକୁ କିଭଳି ଚାଷଜମିକୁ ମଡାଯାଇ ପାରିବ ତାର ସଂପୂର୍ଣ୍ଣ ବ୍ୟବସ୍ଥା ଜାପାନସରକାରଙ୍କ ସକ୍ରିୟ ସହଯୋଗରେ କରୁଛନ୍ତି । ପ୍ରତ୍ୟେକ କେନାଲ ର ତଳ ମୁଣ୍ଡରେ ଥିବା ପାଣି ର ଜମିକୁ ପାଣି ପହଁଚାଇବାସରକାରଙ୍କ କର୍ତବ୍ୟ । ଯାହାକି ଚାଷୀର ହକ । ଏହି ହକ ପାଇବା

ପିଡିଏସ ଚାଉଲ ହଡପ ଅଭିଯୋଗ ,ଭିଜିଲାନସ କୋର୍ଟରେ ବାଟଗାଁ ପୂର୍ବତନ ସମ୍ପାଦକଙ୍କୁ ୬ ବର୍ଷ ୬ ମାସ କାରାଦଣ୍ଡ

ଢେଙ୍କାନାଳ ଜିଲ୍ଳା କଙ୍କଡାହାଡ ବ୍ଲକ ବାଟଗାଁ ପଞ୍ଚାୟତ ପୂର୍ବତନ ସମ୍ପାଦକଙ୍କୁ ୨୦୦୬ ମସିହାରେ ପିଡିଏସଚାଉଳ ହେରଫେର ନେଇ ଢେଙ୍କାନାଳ ଭିଜିଲାନ୍ସ ସ୍ପେସାଲ ଜଜ୍ ୬ ବର୍ଷ ୬ମାସ କାରାଦଣ୍ଡରେ ଦଣ୍ଡିତକରିଥିବାର ଜଣାପଡଛି । ବାଟଗାଁ ପଞ୍ଚାୟତର ପୂର୍ବତନ ସମ୍ପାଦକ ଅନ୍ତର୍ଯ୍ୟାମୀ ବରାଳଙ୍କ

ସଞ୍ଚୟ ପକ୍ଷ ଉପଲକ୍ଷେ ବକୃତା ପ୍ରତିଯୋଗିତା ଆୟୋଜିତ

ଭବିଷ୍ୟତରେ ଆବଶ୍ୟକକୁ ପୂରଣ ସହିତ ଜୀବନକୁ ସୁଖମୟ କରିବା ଲକ୍ଷ୍ୟରେ ଜନସାଧାରଣ ଙ୍କ ମଧ୍ୟରେ ସଞ୍ଚୟ ମନୋଭାଵ ବୃଦ୍ଧି ଉଦ୍ଦେଶ୍ୟରେ ସଞ୍ଚୟ ପକ୍ଷ ପାଳିତ ହେଉଅଛି । ଏହି ସଞ୍ଚୟ ପକ୍ଷ ପାଳନ ଅବସରରେ ଗତକାଲି ଜିଲ୍ଲା କାର୍ଯ୍ୟ।ଳୟସ୍ଥ ସଦଭାବନା ହଲଠାରେ ଏଜ ବକୃତା ପ୍ରତିଯୋଗିତା ଅନୁଷ୍ଠିତ

ଉତ୍କଳ ଶିବ ଶକ୍ତି ମନ୍ଦିର ପୂଜକ ସଂଘ, ଓଡ଼ିଶା ଢେଙ୍କାନାଳ ଶାଖା ପକ୍ଷରୁ ଜନ କଲ୍ଯାଣ ସମାବେଶ

ଉତ୍କଳ ଶିବ ଶକ୍ତି ମନ୍ଦିର ପୂଜକ ସଂଘ, ଓଡ଼ିଶା ଢେଙ୍କାନାଳ ଶାଖା ପକ୍ଷରୁ ଜନ କଲ୍ଯାଣ ସମାବେଶ, ଆଜି କଙ୍କଡାହାଡ ବ୍ଲକ, ଗଡପଳାଶୁଣି ରେ ଥିବା ସର୍ବପୁରାତନ ଶୈବ ପୀଠ ବାବା ବାଲୁଙ୍କେଶ୍ଵର ମହାଦେବ ମନ୍ଦିର ପ୍ରାଙ୍ଗଣରେ ରାଜ୍ୟ ସଭାପତି ପରମ ଶୈବ ଲଳିତ ମହାପାତ୍ର ଓ ରାଜ୍ୟ ସମ୍ପାଦକ ଅଚାର୍ଯ୍ଯ
error: Content is protected !!