News
lipub
samparksetu
Browsing Tag

#dhenkanal #dhenkanalupdate

୧୦ଗୋଟି ଦାବିକୁ ନେଇ ଇନ୍ଦିପୁର ଖୁଣ୍ଟୁଝରି ଓଡିଶା ଡ୍ରାଇଭର ମହାସଂଘର ସଭା ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନର୍ଗତ ଇନ୍ଦିପୁର ଓ ଖୁଣ୍ଟୁଝରି ମିଳିତ ଓଡିଶା ଡ୍ରାଇଭର ମହାସଂଘର ଡ୍ରାଇଭର ଭାଇ ମାନେ ଏକତ୍ରିତ ହୋଇ ଓଡିଶା ସରକାରଙ୍କ ବିରୋଧରେ ବିଭିନ୍ନ ନାରାଦେଇ ଇନ୍ଦିପୁର ଗ୍ରାମରେ ପରିଭ୍ରମଣ କରିବା ସହିତ ଓଡିଶା ଡ୍ରାଇଭର ମହାସଙ୍ଗର ସଦସ୍ୟ ମାନେ ସରକାରଙ୍କୁ ୧୦

ଟ୍ରାକ୍ଟର ଚାଳକଙ୍କୁ ମାଡ଼

ମୋଟଙ୍ଗ ଥାନା ଅନ୍ତର୍ଗତ ବିଡୋ ଗ୍ରାମରେ ମଙ୍ଗଳବାର ଦିନ ଏକ ଟ୍ରାକ୍ଟର ବାଲି ନେଇ ଯାଉଥିବା ବେଳେ , ସେହି ଗ୍ରାମର ୨ଜଣ ଯୁବକ ଟ୍ରାକ୍ଟର ଚାଳକଙ୍କୁ ମାଡ଼ପିଟ କରିଥିଲେ । ଏହି ଘଟଣାରେ ଅଭିଯୁକ୍ତ ୨ଙ୍କୁ ବିରୋଧରେ ମାମଲା ଉଠିଥିବା ବେଳେ ଉଭୟଙ୍କ ମଧ୍ୟରେ ବୁଝାମଣା ସ୍ବାକ୍ଷର ହୋଇଥିବାର

ଭୁବନ ଏବଂ କାମାକ୍ଷାନଗର ଏନଏସି ର ନିର୍ବାଚନ ନିମନ୍ତେ ସଂରକ୍ଷିତ ତାଲିକା ପ୍ରକାଶିତ

ଭୁବନ ଏନଏସି ର ନିର୍ବାଚନ ନିମନ୍ତେ ସଂରକ୍ଷିତ ତାଲିକା ପ୍ରକାଶିତ ହୋଇଛି l ୧୫ ୱାର୍ଡ ବିଶିଷ୍ଟ ଭୁବନ ର ଲୋକସଂଖ୍ୟା ୨୦୧୧ ଜନଗଣନା ଅନୁଯାୟୀ ୨୨୧୮୭ ଅଟେ । ସେଥି ମଧ୍ୟ ରୁ ୧୧୫୨୩ ମହିଳା ୧୦୬୬୪ ଅଟେ । ଭୁବନ ର ୨,୪,୬,୭. ନମ୍ବର ୱାର୍ଡ ଅଣ ସଂରକ୍ଷିତ ଅଟେ । ୫,୧୧,୧୨,୧୪ ଅଣ ସଂରକ୍ଷିତ

ଗୋଳ।ଗାଡିଆ ହତ୍ୟା ଘଟଣା ରେ ଦୁଇ ଗିରଫ !

୮.୧୧.୨୧ ରିଖରେ ଗୋଳାଗାଡିଆ ଗ୍ରାମ ର କୈଳାଶ ଧଳ ( ୫୨) ଙ୍କ ହତ୍ୟା ସମ୍ପର୍କିତ ରିପୋର୍ଟ ପରେ ପରଜଙ୍ଗ ପୁଲିସ ପରଜଙ୍ଗ ଥାନା ମାମଲା ସଂଖ୍ୟା – 447 Dt 08.11.21 U/S 302/34 ଆଇପିସି ଧାରା ରେ ଏଫଆଇଆର ରୁଜୁ କରି ତୁରନ୍ତ ଅନୁସନ୍ଧାନ କରିଥିଲା । ଏହି ହତ୍ୟାକାଣ୍ଡ, ମହାବିରୋଦ ଫୋରେଷ୍ଟ

ଅପହଞ୍ଚ ଇଲାକାକୁ ଚାଲି ଚାଲି ଗଲେ ବିଡ଼ିଓ

ଗଁଦିଆ ଜଙ୍ଗଲ ଇଲାକା ରେ ବସବାସ କରୁଥିବା ଧାନଘରଖୋଲ ଗାଁ ରେ ପ୍ରଥମ ଥର ପାଦ ପଡିଥିଲା ଜଣେ ପ୍ରଶାସନିକ ଅଧିକାରୀ ଙ୍କର । ତାଙ୍କୁ ଦେଖି ବହୁତ ଖୁସି ହେଇଥିଲେ ଗ୍ରାମବାସୀ । ସମସ୍ୟା ଗୁଡିକୁ ଜଣାଇଥିଲେ । ସରକାରୀ ସୂଚନାରୁ ଜଣାଯାଏ ସମଗ୍ର ରାଜ୍ୟରେ ସରକାର ଙ୍କ ଦ୍ୱାରା କାର୍ଯ୍ୟ କରି

ଭାରତୀୟ ଡାକ କର୍ମଚାରୀ ସଂଘ ଢେଙ୍କାନାଳ ମଣ୍ଡଳ ଶାଖା ପକ୍ଷରୁ ମିଳିତ କର୍ମଶାଳା ଅନୁଷ୍ଠିତ

ଅଖିଳ ଭାରତୀୟ ଡାକ କର୍ମଚାରୀ ସଂଘ ଢେଙ୍କାନାଳ ମଣ୍ଡଳ ଶାଖା ପକ୍ଷରୁ ଏକ ଦୁଇଦିନିଆ ମିଳିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି। ଏହି ମିଳିତ କର୍ମଶାଳାରେ ତୃତୀୟ ଶ୍ରେଣୀ ଡାକ କର୍ମଚାରୀ ସଂଘର ସଭାପତି ଶ୍ରୀ ଚନ୍ଦ୍ର ଶେଖର ସିଂ, ସମ୍ପାଦକ ଶ୍ରୀ ଉପେନ୍ଦ୍ର ସାହୁ, ସମ୍ପାଦକ ଶ୍ରୀ ଅଭିଳାଷ

ବାଲିବୋ ପଞ୍ଚାୟତ ରେ ବିଜେଡ଼ି ର ମିଶ୍ରଣ ପର୍ବ

ଭୁବନ ବ୍ଲକ ବାଲିବୋ ପଞ୍ଚାୟତ ରେ ବିଜେଡ଼ି ର ମିଶ୍ରଣ ପର୍ବ । ଭୁବନ ବିଜ୍ଞପିତ ଅଂଚଳ ପରିଷଦ ର ବାଜିରାଉତ କଲେଜ ଛକ ରୁ ଜନସନ ବର୍ଦ୍ଧନଙ୍କ ନେତୃତ୍ବରେ ତିନିଶହ ରୁ ଉର୍ଦ୍ଧ କର୍ମୀ ମୋଟରସାଇକେଲ ରାଲି ରେ ବାଉଁଶକଣ , ଅନନ୍ତପୁର, କାନଖାଇ ଗ୍ରାମ ଦେଇ ବାଲିବୋ ଗ୍ରାମ ନୁଆସାହି ନିକଟରେ

ଆଶା କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ; ଅଭିଯୁକ୍ତ ଗିରଫ

ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି ଅଧୀନ କାଳୁରିଆ ପଞ୍ଚାୟତ ଠାକୁରପାଳ ଗ୍ରାମରେ ଜମିବାଡ଼ି ବିବାଦକୁ ନେଇ ଆଶା କର୍ମୀଙ୍କୁ ମରଣ।ନ୍ତକ ଆକ୍ରମଣ ହୋଇଚି । ଏହି ଘଟଣାରେ ଅଭିଯୁକ୍ତ କୁ ପୋଲିସ କୋର୍ଟ ଚାଲାଣ କରିଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ , ଉକ୍ତ ଗ୍ରାମର ଧର୍ମାନନ୍ଦ ସ୍ୱାଇଁ ଓ ଆମ୍ବୁଜ

କିନ୍ନରଙ୍କ ଠାରୁ ସୁନା ଅଳଙ୍କାର ଲୁଟ କରି ମାଡ଼ ମାରି ଗିରଫ ହେଲେ ପୋଲିସ କନେଷ୍ଟବଳ ଓ ପୂର୍ବତନ ସରପଞ୍ଚ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଗଡ଼ପଳାଶୁଣି ଗାଁ ନିକଟରେ ଏଭଳି ଘଟଣା ଘଟିଥିବାର ପରଜଙ୍ଗ ଥାନାରେ ମାମଲା ରୁଜୁ ହୋଇଛି। ଅଭିଯୋଗ ଆଧାରରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ମଧ୍ୟରେ କନେଷ୍ଟବଳ ଚାକିରୀ କରୁଥିବା ପରଜଙ୍ଗ ଥାନା ଖାଲପାଳ ଗାଁର ମାନସ ରଞ୍ଜନ ନାଏକ ଏବଂ ପିତିରି

କାପୁଡିଆ ସାମୁଖ୍ୟର ପ୍ରସ୍ତୁତି ବୈଠକ

ଢେଙ୍କାନାଳ ଜିଲ୍ଲର ବିଭିନ୍ନ ବ୍ଲକ ଓ ଏନ.ଏ.ସିରେ ବସବାସ କରୁଥିବା କପଡିଆ କାପିୁଡିଆ ସମାଜର ବ୍ୟକ୍ତିବିଶେଷଙ୍କ ଜିଲ୍ଲା ସମ୍ମିଳନୀ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ୱାର୍ଡ ନମ୍ବର୧୩ ବେହେରାସାହିସ୍ଥିତ କାପୁଡିଆସାମାଜ ସଭାଘର ଠାରେ ସଭାପତି ବାସୁଦେବ ବେହେରାଙ୍କ ଅଧକ୍ଷତାରେ
error: Content is protected !!