ଭୁବନ ଏବଂ କାମାକ୍ଷାନଗର ଏନଏସି ର ନିର୍ବାଚନ ନିମନ୍ତେ ସଂରକ୍ଷିତ ତାଲିକା ପ୍ରକାଶିତ
ଭୁବନ ଏନଏସି ର ନିର୍ବାଚନ ନିମନ୍ତେ ସଂରକ୍ଷିତ ତାଲିକା ପ୍ରକାଶିତ ହୋଇଛି l ୧୫ ୱାର୍ଡ ବିଶିଷ୍ଟ ଭୁବନ ର ଲୋକସଂଖ୍ୟା ୨୦୧୧ ଜନଗଣନା ଅନୁଯାୟୀ ୨୨୧୮୭ ଅଟେ । ସେଥି ମଧ୍ୟ ରୁ ୧୧୫୨୩ ମହିଳା ୧୦୬୬୪ ଅଟେ ।
ଭୁବନ ର ୨,୪,୬,୭. ନମ୍ବର ୱାର୍ଡ ଅଣ ସଂରକ୍ଷିତ ଅଟେ । ୫,୧୧,୧୨,୧୪ ଅଣ ସଂରକ୍ଷିତ!-->!-->!-->…