ଜାଣନ୍ତୁ କିପରି ତିଆରି କରିବେ ମକର ଚାଉଳ
ଆବଶ୍ୟକ ସାମଗ୍ରୀ :
ଅରୁଆ ଚାଉଳ, କ୍ଷୀର, କୋରା ନଡ଼ିଆ, ଛୋଟ ଛୋଟ ଆଖୁ ଖଣ୍ଡ, ପାଚିଲା କଦଳୀ, ଚିନି, ଗୋଲ ମରିଚ ଗୁଣ୍ଡ, ଛେନା, ସରୁ ସରୁ କଟା ହୋଇଥିବା ଅଦା ଓ ଡାଳିମ୍ବ।
ପ୍ରସ୍ତୁତି ପ୍ରଣାଳୀ:
ମକର ଚାଉଳ ପ୍ରସ୍ତୁତ କରିବା ପୂର୍ବ ରାତିରେ ଅରୁଆ ଚାଉଳକୁ ବତୁରାଇ ଦିଅନ୍ତୁ। ପରଦିନ!-->!-->!-->!-->!-->!-->!-->…