News
lipub
samparksetu
Browsing Tag

#dhenkanal #dhenkanalupdate

ଗାଧୋଇବାକୁ ଯାଇ ନଦୀରେ ବୁଡିଗଲେ ଯୁବକ : ଉଦ୍ଧାରକାର୍ଯ୍ୟ ଜାରି

ଗାଧୋଇବାକୁ ଯାଇ ନଦୀରେ ବୁଡିଗଲେ ଯୁବକ । ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକର ମନ୍ଦାର ନିକଟସ୍ଥ ଦଲାର ବ୍ରାହ୍ମଣୀ ନଦୀ ଘାଟରେ ଏହି ଅଘଟଣ ଘଟିଛି । ନଦୀରେ ନିଖୋଜ ହୋଇଥିବା ଯୁବକ ଜଣଙ୍କ ସ୍ଥାନୀୟ ଦଲାର ଗ୍ରାମର ଆମ୍ବୁଜ ମଲ୍ଲିକ ବୋଲି ଜଣାପଡିଛି । ସୂଚନାଯୋଗ୍ୟ କି , ଆମ୍ବୁଜ ନଦୀରେ

ଆମର ପ୍ରଭାବ ; ନଇଁ ଯାଇଥିବା ସହିଦ ସ୍ମୃତି ସ୍ତମ୍ଭ କୁ ତୁରନ୍ତ ମରାମତି କରାଇଲେ ପ୍ରଶାସନ

ସରକାର ସହିଦଙ୍କ ସମ୍ମାନାର୍ଥେ ଦେଶର ପ୍ରମୁଖ ସ୍ଥାନରେ ସହିଦ ମୀନାର ତ ସ୍ତମ୍ଭ ନିର୍ମାଣ କରିଛନ୍ତି । ସେମାନଙ୍କ ବଳିଦାନକୁ ମନେପକାଇବା ପାଇଁ ଏହା ଉଦ୍ଧିଷ୍ଟ । ଦେଶର ବିଭିନ୍ନ ସହରର ପ୍ରମୁଖ ସ୍ଥାନଗୁଡ଼ିକରେ ଏହି ପରି ସ୍ମୃତି ସ୍ତମ୍ଭ ବା ପୀଠ ସେହି ବୀର ଯବାନଙ୍କ ବିଜୟଗାଥାକୁ ସ୍ମରଣ କରି

ବିନା ଡାକ୍ତର ରେ ଚାଲିଛି ଯୋରନ୍ଦା ଆୟୁର୍ବେଦ ଚିକିତ୍ସାଳୟ

ଗଁଦିଆ ବ୍ଳକ୍ ଯୋରନ୍ଦ। ମହିମାଗାଦି ରେ ଥିବା ଯୋରନ୍ଦ। ଆୟୁର୍ବେଦିକ ଚିକିତ୍ସାୟରେ ଡାକ୍ତର ପଦ ଖାଲି ପଡ଼ିଥିବାରୁ ଅଞ୍ଚଳର ରୋଗୀମାନେ ହନ୍ତସନ୍ତ ହେଉଛନ୍ତି । ଏହା ଉପରେ ପ୍ରାୟ ୧୦ ଟି ପଞ୍ଚାୟତ ର ଜନସାଧାରଣ ନିର୍ଭର କରୁଛନ୍ତି । ଏଠାରେ ପୂର୍ବରୁ ଥିବା ଡାକ୍ତର ଙ୍କୁ କୋଭିଡ ଦାୟିତ୍ୱରେ

ଖବର ପ୍ରସାରଣ ପରେ ଶେଷ ହେଲା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଭାଲିଆବୋଲ କାଟେଣୀ ପଞ୍ଚାୟତ ଅନ୍ତର୍ଗତ ବଢ଼େଇ କାଟେଣୀ ଗ୍ରାମ ରେ କେନ୍ଦ୍ରୀୟ ଚତୁର୍ଦଶ ଅର୍ଥ ଯୋଜନା ମୁତାବକ ସ୍ଥାନୀୟ ଲୋକ ମାନଙ୍କୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ସାଢ଼େ ତିନି ଲକ୍ଷ ଟଙ୍କା ବ୍ୟୟ ରେ ଏକ ପ୍ରକଳ୍ପ ଆରମ୍ଭ ହୋଇଥିଲା । ପୂର୍ବରୁ

ମାନସିକ ବିକୃତା ମହିଳାଙ୍କୁ ଉଦ୍ଧାର କରିବା ଦାବି

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ସାତମାଇଲ ଛକ ରାସ୍ତା କଡ଼ ହାଟ ଭିତରେ ଜନୈକା ମହିଳା ଗତ ବର୍ଷେ ହେବ ପଡି ରହିଛି l ଏହି ରାସ୍ତା ଦେଇ ଅନେକ ପ୍ରଶାସନିକ ଅଧିକାରୀ ଓ ବିଧାୟିକା ତଥା ଅନ୍ୟ ରାଜନୈତିକ ବ୍ୟକ୍ତି ମାନେ ଯାତାୟାତ କରୁଥିଲେ ମଧ୍ୟ ସେମାନେ ନଜର ଅନ୍ଦାଜ କରି

ମହିମା ଧର୍ମର ଉତ୍ପତ୍ତିସ୍ଥଳ ” ତପୋବନ “

ଢେଙ୍କାନାଳ କପିଳାସ ନିକଟ ତପୋବନ ପୀଠ । ମହିମା ଧର୍ମର ଉତ୍ପତ୍ତିସ୍ଥଳ , ଯାହାକୁ ଗୁରୁ-ଶିଷ୍ୟ ସଂପର୍କର ମଠ ବୋଲି କୁହାଯାଏ । କପିଳାସ ଜଙ୍ଗଲ ଭିତରେ ଥିବା ଏହି ପୀଠର ଶୋଭାକୁ ଦ୍ୱିଗୁଣିତ କରୁଛି ସ୍ନିଗ୍ଧ ଝରଣା ପାଣି । ଏଠାରେ ରହିଛି ମହିମା ଗୁରୁ ଅଲେଖ ଗୋସାଇଁଙ୍କ ତପସ୍ୟା ପୀଠ ।
error: Content is protected !!