ବିନା ଡାକ୍ତର ରେ ଚାଲିଛି ଯୋରନ୍ଦା ଆୟୁର୍ବେଦ ଚିକିତ୍ସାଳୟ
ଗଁଦିଆ ବ୍ଳକ୍ ଯୋରନ୍ଦ। ମହିମାଗାଦି ରେ ଥିବା ଯୋରନ୍ଦ। ଆୟୁର୍ବେଦିକ ଚିକିତ୍ସାୟରେ ଡାକ୍ତର ପଦ ଖାଲି ପଡ଼ିଥିବାରୁ ଅଞ୍ଚଳର ରୋଗୀମାନେ ହନ୍ତସନ୍ତ ହେଉଛନ୍ତି । ଏହା ଉପରେ ପ୍ରାୟ ୧୦ ଟି ପଞ୍ଚାୟତ ର ଜନସାଧାରଣ ନିର୍ଭର କରୁଛନ୍ତି ।
ଏଠାରେ ପୂର୍ବରୁ ଥିବା ଡାକ୍ତର ଙ୍କୁ କୋଭିଡ ଦାୟିତ୍ୱରେ!-->!-->!-->…