News
lipub
samparksetu
Browsing Tag

#dhenkanal #dhenkanalupdate

ଫେବୃଆରୀ ୨୨ ରେ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘ ମେଳା

ଢେଙ୍କାନାଳ ଜିଲ୍ଳାପାଳ ମନୋରଞ୍ଜନ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆସନ୍ତା ଫେବୃଆରୀ ୨୨ ଓ ୨୩ ଦୁଇ ଦିନ ଧରି ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଯୋରନ୍ଦା ମାଘମେଳା ପାଇଁ ସଂପୃକ୍ତ ଅଞ୍ଚଳକୁ ସର୍ବଦା ପରିଷ୍କାର ପରିଛନ୍ନ ରଖିବା

ପାନୀୟ ଜଳ ସମସ୍ୟା ରେ ହନ୍ତସନ୍ତ ଖମାର ସାହି ବାସିନ୍ଦା

ଢେଙ୍କାନାଳ ପୌରସଂସ୍ଥା ଅନ୍ତର୍ଗତ ୧୦ ନମ୍ବର ୱାର୍ଡ ଖମାର ସାହି ବାସିନ୍ଦାମାନେ ଦୀର୍ଘ ଏକ ବର୍ଷ ଧରି ପାନୀୟ ଜଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବାରମ୍ବାର ଅଭିଯୋଗ ପରେ ମଧ୍ୟ ସେମାନଙ୍କ ଦାବୀପତ୍ର କର୍ଣ୍ଣପାତ ନକରିବାରୁ ମହିଳା ମାନେ ପିଏଚଡି କାର୍ଯ୍ୟାଳୟକୁ ଆସି ହୋହାଲ୍ଲା କରିଥିବାର

ରାଜପଥ ରେ ଦୁର୍ଘଟଣା, ଦୁଇ ଗୁରୁତର

ଜାତୀୟ ରାଜପଥ ୫୩ ଭୁବନ ଥାନାଛକ ନିକଟରେ ରବିବାର ସଂନ୍ଧ୍ୟାରେ ଏକ ଦୁର୍ଘଟଣା ଘଟି ଦୁଇ ଗୁରୁତର ହୋଇଛନ୍ତି । ଗୁରୁତର ହେଲେ କାନଖାଇ ଗ୍ରାମର ସୌମେନ୍ଦ୍ର ସାହୁ ଓ ଭୁଷଳ ତଳ ସାହିର ସଂଜୟ ବାରିକ। ସୂଚନା ଅନୁଯାୟୀ , ସୌମେନ୍ଦ୍ର କ୍ରିକେଟ ମ୍ୟାଚ ଶେଷ କରି ନିଜ ମଟରସାଇକେଲ ରେ ଘରକୁ ଆସୁଥିବା

ସଡ଼କ ଦୁର୍ଘଟଣାରେ ଦୁଇ ଗୁରୁତର ଆହତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ପିକଅପ ଗାଡି ଦୁର୍ଘଟଣାରେ ଦୁଇ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ , ଅନୁଗୋଳ ଜିଲ୍ଲାର ଅନୁଗୋଳ ଥାନା ଅଂଚଳର ତାମ୍ରିତ କଲୋନୀ କେନାଲ ଅଞ୍ଚଳର ଅନାଦି ବେହେରାଙ୍କ ପୁଅ ଟୁକୁ ବେହେରା(୪୮) ଓ ଗାଡି ଡ୍ରାଇଭର କୃଷ୍ଣ ବିଶ୍ୱାଳଙ୍କ ପୁଅ ମଣ୍ଟୁ

ମା’ ଝିଅଙ୍କ ଠାରୁ ଠକି ଲୁଟିନେଲେ ସୁନା ଗହଣା !

ଠାକୁରଙ୍କୁ ଦର୍ଶନ କରାଇଦେବା ଏବଂ ଘର ଲୋକଙ୍କ ଉପରେ ଥିବା ବିପଦ ଦୁରିଭୁତ କରିଦେବା କହି ମାଆ ଝିଅଙ୍କ ଠାରୁ ଟଙ୍କା ଓ ତିନି ଲକ୍ଷରୁ ଅଧିକ ଟଙ୍କାର ସୁନା ଲୁଟିନେଲା ଭଣ୍ଡ ବାବା। ଢେଙ୍କାନାଳ ସହରର ଗହଳି ସ୍ଥାନ ମୀନାବଜାରରେ ଘଟିଛି ଏଭଳି ଆଶ୍ଚର୍ଯ୍ୟ ଜନକ ଘଟଣା।ମାଆ ସ୍ୱର୍ଣ୍ଣ ପ୍ରଭା

ବ୍ୟାଙ୍କିଙ୍ଗ ସେବାରେ ପ୍ରତିବନ୍ଧକ ସାଜିଛି ପାର୍କିଂ ବ୍ୟବସ୍ଥା

ବ୍ୟାଙ୍କିଙ୍ଗ ସେବା କ୍ଷେତ୍ରରେ ପ୍ରମୁଖ ପ୍ରତିବନ୍ଧକ ସାଜିଛି ପାର୍କିଂ ବ୍ୟବସ୍ଥା । ଗଁଦିଆ ବ୍ଲକର ପ୍ରମୁଖ କେନ୍ଦ୍ର ବଣିଆପଡା ଛକ ଠାରେ ଥିବା ଷ୍ଟେଟ ବ୍ୟାଙ୍କ ଶାଖାଟି ପ୍ରାୟ ୭ବର୍ଷ ହେବ ଏଠାରେ କାର୍ଯ୍ୟ କରୁଅଛି ଏହାର ମୁଖ୍ୟ ସମସ୍ୟା ହେଉଛି ପାର୍କିଂ ବ୍ୟବସ୍ଥା । ଏଠାରେ ପାର୍କିଂ ର

କୁହୁଡି ନେଲା ପିଅନ ଙ୍କ ଜୀବନ

ବଡ଼ଦିନରେ ବନ୍ଧୁ ଘରକୁ ଯିବା ପାଇଁ ସକାଳୁ ଉଠି ଗାଁ ବଜାର କୁ ଚା ପିଇବା ପାଇଁ ଯାଇ ଆଉ ଘର କୁ ଫେରି ନଥିଲେ ମନ୍ଦାର ଉଚ୍ଚ ବିଦ୍ୟାଳୟ ର ପିଅନ । ଘନ କୁହୁଡି ଯୋଗୁଁ ତାଙ୍କୁ ଦୃତଗାମୀ ବାଇକ ଧକ୍କା ଦେଇ ଚାଳିଯାଇଥିଲା । ସୂଚନା ଅନୁଯାୟୀ , ମନ୍ଦାର ଗ୍ରାମ ର ସ୍ବର୍ଗତ ଦୁର୍ଯୋଧନ ସାହୁ ଙ୍କ

ମାତିଛନ୍ତି ଲୁଟେରା ଗ୍ୟାଙ୍ଗ

ମାତିଛନ୍ତି ମନ୍ଦିର ଲୁଟେରା ଗ୍ୟାଙ୍ଗ ,ଗୋଟେ ରାତିରେ ୬ଟି ମନ୍ଦିର ରୁ କଲେ ଚୋରି । ଭୁବନ ବ୍ଲକ ଯମୁନାକୋଟ ଠାରୁ ଦୀଘି ପଞ୍ଚାୟତ ର ରାସ୍ତା ପାର୍ଶ୍ବ ରେ ଥିବା ୬ଟି ମନ୍ଦିର ରୁ କେହି ଦୁର୍ବୃତ୍ତ ଲୁଟ କରିଥିବା ବେଳେ ମାର୍ଥାପୁର ବସ ଷ୍ଟାଣ୍ଡରେ କଣ୍ଢେଇ ନାଚ କରୁଥିବା ଭାପୁର ଅଞ୍ଚଳ ଏକ ଦଳକୁ

ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା !

ଘର ଛାଡିବା କହିବାରୁ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା ।ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବାଉଁଶପାଳ ଗାଁ ଶଅର ସାହିରେ ଘଟିଛି ଏହି ଘଟଣା । ଘର ଛାଡିବା କହିବାରୁ ଯୁବକଙ୍କୁ ପିଟି ପିଟି ହତ୍ୟା କଲା ମଦ୍ୟପ ଯୁବକ । ମୃତକ ହେଲେ ବାଉଁଶପାଳ ଶଅରସାହିର ରୋହିତ

ହାତୀ ଆକ୍ରମଣରେ ଜଣେ ମୃତ

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନ ଅନ୍ତର୍ଗତ ଆଙ୍କୁର୍ଦା ଗ୍ରାମରେ ଆଜି ସନ୍ଧ୍ୟା ସମୟରେ ଏକ ଦନ୍ତା ହାତୀ ଆକ୍ରମଣ ଦ୍ୱାରା ଜଣଙ୍କ ମୃତ୍ୟୁ ହୋଇଥିବାର ଜଣାପଡ଼ିଛି । ସୂଚନା ଅନୁଯାୟୀ , ଷଡ଼ଙ୍ଗୀ ରେଞ୍ଜ ଅଧୀନ ଉକ୍ତ ଆଙ୍କୁର୍ଦା ଗ୍ରାମର ଅଦୈତ ସ୍ୱାଇଁ (୬୦) ଆଜି ସନ୍ଧ୍ୟା ସମୟରେ ତାଙ୍କ
error: Content is protected !!