ରାଜପଥ ରେ ଦୁର୍ଘଟଣା, ଦୁଇ ଗୁରୁତର
ଜାତୀୟ ରାଜପଥ ୫୩ ଭୁବନ ଥାନାଛକ ନିକଟରେ ରବିବାର ସଂନ୍ଧ୍ୟାରେ ଏକ ଦୁର୍ଘଟଣା ଘଟି ଦୁଇ ଗୁରୁତର ହୋଇଛନ୍ତି । ଗୁରୁତର ହେଲେ କାନଖାଇ ଗ୍ରାମର ସୌମେନ୍ଦ୍ର ସାହୁ ଓ ଭୁଷଳ ତଳ ସାହିର ସଂଜୟ ବାରିକ।
ସୂଚନା ଅନୁଯାୟୀ , ସୌମେନ୍ଦ୍ର କ୍ରିକେଟ ମ୍ୟାଚ ଶେଷ କରି ନିଜ ମଟରସାଇକେଲ ରେ ଘରକୁ ଆସୁଥିବା!-->!-->!-->…