ପୋଖରୀରେ ବୁଡି ଜଣଙ୍କର ମୃତ୍ୟୁ
ଗ୍ରାମ ପୋଖରୀରେ ବୁଡି ଜଣଙ୍କର ମୃତ୍ୟୁ ହୋଇଥିବାର ପୋଲିସ ସୂତ୍ରରୁ ଜଣାଯାଇଛି ।
ସୂଚନା ଅନୁଯାୟୀ ଗଁଦିଆ ଥାନା ଅନ୍ତର୍ଗତ ଚୁଡାଖିଆକାଟେଣୀ ଗ୍ରାମର ଭରତ ଦେହୁରୀ (୬୫) ନିଜର ଗ୍ରାମରେ ଥିବା ଗ୍ରାମ୍ୟ ପୋଖରୀକୁ 2୨୨ତାରିଖ ସନ୍ଧ୍ୟା ସମୟରେ ଶୌଚ ପାଇଁ ଆସିଥିଲେ କିନ୍ତୁ ବିଡମ୍ବନାର ବିଷୟ!-->!-->!-->…