ପୋଖରୀରେ ବୁଡି ବାପା ଝିଅ ମୃତ
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ବାଇଁଶିଆ ପଞ୍ଚାୟତ ଖଙ୍କର ଗାଁର ବାପା ମହେଶ୍ୱର ନାୟକ ଓ ଆଠ ବର୍ଷୀୟ ଝିଅ ମନ୍ଦାକିନୀ ନାୟକ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଛନ୍ତି । ଝିଅ ମନ୍ଦାକିନୀ ଖଙ୍କର ଗାଁ ପୋଖରୀକୁ ଗାଧେଇବାକୁ ଯାଇଥିଲେ, ଅସାବଧାନତା ବଶତଃ ଝିଅର ଗୋଡ ଖସି ଯିବାରୁ!-->…