ସଡ଼କ ଦୁର୍ଘଟଣାରେ ୨ ମୃତ ,ଜଣେ ଗୁରୁତର
ଢେଙ୍କାନାଳ ଜିଲ୍ଲା ସଦର ଥାନା ତାମଣ୍ଡା ସିମିଳି ପାଟଣା ନିକଟରେ ଏକ ଟାଟା ୟୁଭି ଗାଡି ଭାରସାମ୍ୟ ହରାଇ ଦୁର୍ଘଟଣା ଗସ୍ତ ହେବାରୁ ଦୁଇ ଜଣ ଯବୁକ ଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ କଟକ ସ୍ଥାନାନ୍ତରିତ ହୋଇଥୁବାର ଜଣାପଡିଛି । କାଣ୍ଡବିନ୍ଧା ଗ୍ରାମର ଶିବ!-->…