ଚାରିବର୍ଷ ଧରି ରାସନରୁ ବଞ୍ଚିତ ବୃଦ୍ଧା
ନୂତନ ରାଜ୍ୟ ସରକାର ଘୋଷଣା କରୁଛନ୍ତି ସମସ୍ତ ଗରିବଙ୍କୁ ମୁଣ୍ଡପିଛା ୫କେଜି ଚାଉଳ, ଅନ୍ତୋଦୟ ଯୋଜନାରେ ପରିବାର ପିଛା ୩୫କେଜି ଚାଉଳ ନିଶ୍ଚିତ ପାଇବେ । ଏ ବାବଦରେ ରାଜ୍ୟ ଯୋଗାଣ ମନ୍ତ୍ରୀ ମଧ୍ୟ ବାରମ୍ବାର ପ୍ରକାଶ କରିଛନ୍ତି । ମାତ୍ର ଖୋଦ ଯୋଗାଣ ମନ୍ତ୍ରୀଙ୍କ ଜିଲ୍ଲା ଢେଙ୍କାନାଳର ହିନ୍ଦୋଳ!-->…