ଖାଲଖମାଣ ରେ ଭର୍ତ୍ତି ବାଇପାସରୁ ଷ୍ଟେସନ ବଜାର ରାସ୍ତା
ଢେଙ୍କାନାଳ ସହରର ଅନ୍ୟ ଏକ ପ୍ରବେଶ ପଥ କୋରିଆଁ ବାଇପାସରୁ ଷ୍ଟେସନ ବଜାର ରାସ୍ତା ଅବହେଳିତ ହୋଇ ପଡିଛି । ବିଭିନ୍ନ ସ୍ଥାନରେ ଖାଲଖମାଣ ସୃଷ୍ଟି ହୋଇ ଦୁର୍ଘଟଣା ଘଟୁଛି । ମାତ୍ର ରାସ୍ତାର ସମ୍ପ୍ରସାରଣ ପାଇଁ ୪କୋଟି ଟଙ୍କା ପଡିରହିଥିଲେ ମଧ୍ୟ କାମ ଆରମ୍ଭ ହେଉନାହିଁ । ପୁର୍ତ୍ତ ବିଭାଗ!-->…