News
lipub
samparksetu
Browsing Tag

#dhenkanal #dhenkanalupdate

ଭିନ୍ନ ଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣାରେ ୨ଜଣ ଗୁରୁତର ଆହତ

ହିନ୍ଦୋଳ ଉପଖଣ୍ଡ ବାଲିମି ଥାନା ଅନ୍ତର୍ଗତ ଠୋକର ବସଷ୍ଟାଣ୍ଡ ଠାରେ ଆଜି ସକାଳ ସାତ ଘଟିକା ସମୟ ରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଦୁଇ ଜଣ ସାମାନ୍ୟ ବଆହତ ହୋଇଛନ୍ତି l ସୂଚନା ଅନୁଯାୟୀ ଆଜି ସକାଳ ସମୟରେ ଗୁଡ଼ିଆକାଟେଣୀ ଆଡୁ ଖଜୁରିଆକଟା

୨ କିମି ବ୍ୟାଟେରୀ ମୁଣ୍ଡାଇ ଚାଲିଲା ଚୋର

ଚୋରି କରି ଧରା ପଡିବା ପରେ ଉତ୍ୟକ୍ତ ଜନତା ଙ୍କ ରାଗର ଶିକାର ହୋଇଛନ୍ତି ଚୋର ଏବଂ ଚୋରି ସାମଗ୍ରୀ ଥିବା ଘର ମାଲିକ । ୨ ଶହରୁ ଉର୍ଦ୍ଧ୍ବ ଲୋକ ଚୋରକୁ ବ୍ୟାଟେରୀ ମୁଣ୍ଡାଇ ୨ କିମି ଚଲାଇ ଚଲାଇ ନେଇ ଭୁବନ ଥାନାର ଜିମା ଦେଇଛନ୍ତି । ଏନେଇ ଭୁବନ ଥାନାରେ ୱାର୍ଡ ନମ୍ବର ୩ ର ଦେବ ସାହୁ ଙ୍କ

ରଥ ଯାତ୍ରା ଦେଖି ଫେରୁଥିବା ବେଳେ ବାଇକ ଦୁର୍ଘଟଣା ;ଜଣେ ମୃତ, ତିନି ଗୁରୁତର

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡର ହିନ୍ଦୋଳ ଥାନା ଅନ୍ତର୍ଗତ ପାଞ୍ଚମାଇଲ ଛକ ନିକଟସ୍ଥ ବ୍ରିଜର ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ ପିଟିହୋଇ ଆଜି ସନ୍ଧ୍ୟାରେ ଜଣେ ବାଇକ ଆରୋହୀ ମୃତ୍ୟୁବରଣ କରିଥିବାବେଳେ ସେଥିରେ ବସିଥିବା ଅନ୍ୟ ତିନିଜଣ ଆହତ ହୋଇ ହିନ୍ଦୋଳ ଡାକ୍ତରଖାନାରେ

କୂର୍ମଦା ରେ ପୋଡିଗଲା ୨ ବଖରା ଘର

ଭୁବନ ବ୍ଲକ ବାଲିବୋ ପଞ୍ଚାୟତ ର କୂର୍ମଦା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ବିଦ୍ୟୁତ ସର୍ଟ ସର୍କିଟ ହେତୁ ନିଆଁ ଲାଗି ଦିଲ୍ଲୀପ ଦେହୁରୀ ଙ୍କର ୨ ବଖରା ଘର ପୋଡ଼ିଯାଇଛି । ଅଗ୍ନିଶମ ବାହିନୀ ର କର୍ମଚାରୀ ପହଂଚି ନିଆଁ କୁ ଆୟତ୍ତ କରିଥିଲେ । ବାଲିବୋ ରାଜସ୍ବ ନିରୀକ୍ଷକ ରାଜେନ୍ଦ୍ର

୩୬ପ୍ରାଣୀ ଚିକିତ୍ସିକଙ୍କ ସାମୂହିକ ଇସ୍ତଫା !

ଢେଙ୍କାନାଳ ଜିଲ୍ଲାରେ କାର୍ଯ୍ୟରତ ସିଡିଭିଓଙ୍କ ସହିତ ୩୬ଜଣ ପ୍ରାଣୀ ଚିକିତ୍ସକ ସରକାରଙ୍କ ନିଷ୍ପତିର ପୁନର୍ବିଚାର କରିବା ଦାବି କରି ସାମୂହିକ ଇସ୍ତଫା ଦେଇଥିବାର ଜଣାପଡିଛି । ଫଳରେ ଜିଲ୍ଲାରେ ଗୃହ ପାଳିତ ପଶୁ ପକ୍ଷୀଙ୍କର ଚିକିତ୍ସାରେ ଘୋର ବାଧାପ୍ରାପ୍ତ ହୋଇଛି । ସରକାରଙ୍କ ଅଧିନରେ

ପୂର୍ତ୍ତ ବିଭାଗ ଚେକ ଡ୍ୟାମ ଭାଙ୍ଗିଲେ ମହିଳା

ଓଡ଼ିଶା ସରକାର ଙ୍କ ପୂର୍ତ୍ତ ବିଭାଗ ର ଭୁଲ ନିଷ୍ପତ୍ତି ହେତୁ ଦୀର୍ଘ ବର୍ଷ ଧରି ମଇଳା ପାଣି ରେ ଘାଣ୍ଟି ହେଉଥିବା ମହୁଲପାଳ ର ମହିଳା ମାନେ ଏକଜୁଟ ହୋଇ ପୂର୍ତ୍ତ ମନ୍ତ୍ରୀ ଙ୍କ ଦ୍ୱାରା ନିର୍ମିତ ହୋଇଥିବା ଚେକ ଡ୍ୟାମ କୁ ହାମରରେ ପିଟି ଭାଙ୍ଗିଛନ୍ତି ଗ୍ରାମବାସୀ । ଆଗାମୀ ଦିନରେ ପୂର୍ତ୍ତ

କେନ୍ଦୁ ପତ୍ର କର୍ମଚାରୀଙ୍କ ପାଞ୍ଚ ଦଫା ଦାବି ନେଇ ଅଫିସ୍ ସମ୍ମୁଖରେ ଧାରଣା

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କେନ୍ଦୁ ପତ୍ର କର୍ମଚାରୀଙ୍କ ଅଫିସ୍ ସମ୍ମୁଖରେ ଧାରଣା ଦେଲେ କେନ୍ଦୁ ପତ୍ର କର୍ମଚାରୀ। ଖରା ବର୍ଷା ପାଣି ପବନ ଶୀତ କାକର ନ ସହି ମହିଳା ଓ ପୁରୁଷ ମାନେ କେନ୍ଦୁ ପତ୍ର ସଂଗ୍ରହ କରି ଥାଆନ୍ତି। କେନ୍ଦୁ ପତ୍ର ସଂଗ୍ରହ କରୁଥିଲେ ମଧ୍ୟ ଉଚିତ୍ ମୂଲ୍ୟ ମିଳି

ନେଉଳପୋଇ ଉଚ୍ଚବିଦ୍ୟାଳୟର ଅବସର କାଳୀନ ସଭା

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ନେଉଳପୋଇ ଗ୍ରାମ ପାଞ୍ଚୟତର ଚନ୍ଦ୍ରଶେଖର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର ପଣ୍ଡା ଓ କନିଷ୍ଠ ସହାୟକ ଶ୍ରୀଯୁକ୍ତ ଉଗ୍ରେସନ ଗଡ଼ନାୟକଙ୍କ ଅବସର କାଳୀନ ସଭା ଅନୁଷ୍ଠିତ ହୋଇଯାଇଛି l ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର

ଶ୍ରୀ ଚନ୍ଦ୍ର ଶେଖରଜୀଉଙ୍କ ଚନ୍ଦନ ଯାତ୍ରା ଭିନ୍ନ ଏକ ପରମ୍ପରା

ଢେଙ୍କାନାଳ ଜିଲ୍ଲା କପିଳାସ ସ୍ଥିତ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ଚନ୍ଦନ ଯାତ୍ରା ଏକ ଭିନ୍ନ ପରମ୍ପରାରେ ପ୍ରଚଳିତ ହୋଇଆସୁଛି। ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ଚନ୍ଦନ ଯାତ୍ରାରେ ଠାକୁରଙ୍କ ବିଜେ ପ୍ରତିମା ଭାବରେ କେବଳ ମଦନ ମୋହନ ଚାପ ଖେଳିଥିବା ବେଳେ କପିଳାସ ପୀଠର ଚଳନ୍ତି ପ୍ରତିମା

ବ୍ଳକ୍ ଅଫିସରୁ ବିଡିଓ ନିଖୋଜ !

ଅଫିସ ଖୋଲା ନାହାନ୍ତି ଅଫିସର । ଘଣ୍ଟାଘଣ୍ଟା ଧରି କାର୍ଯ୍ୟାଳୟ ଆଗରେ ଅପେକ୍ଷା କରୁଛନ୍ତି ଲୋକ । ଲୋକେ ଦୂର ଦୂରାନ୍ତରୁ ଆସି ବିଡ଼ିଓଙ୍କ ଅପେକ୍ଷା କରି ଶେଷରେ ନିରାଶ ହେବାକୁ ପଡୁଛି । ଯାହାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକରେ ସରକାରୀ
error: Content is protected !!