News
lipub
samparksetu
Browsing Tag

#dhenkanal #dhenkanalupdate

ଫୋଲ୍ଡସ୍କୋପ ଛାତ୍ରଛାତ୍ରୀମାନଙ୍କ ବୈଜ୍ଞାନିକ ଚିନ୍ତାଧାରାରେ ବୈପ୍ଲବିକ ପରିବର୍ତ୍ତନ ଆଣିବାରେ ସହାୟକ ହେବ

ଭାରତ ସରକାରଙ୍କ ବାୟୋଟେକନୋଲୋଜି ବିଭାଗ ଆନୁକୁଲ୍ୟରେ ଫୋଲ୍ଡସ୍କୋପ ପ୍ରସ୍ତୁତି କର୍ମଶାଳା ଉଭୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକଶିକ୍ଷୟିତ୍ରୀ ମାନଙ୍କ ପାଇଁ ଭାରତର ବିଭିନ୍ନ ଆକାଂକ୍ଷିତ ଜିଲ୍ଲାରେ ଅନୁଷ୍ଠିତ ହେଉଅଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଆକାଂକ୍ଷି ଜିଲ୍ଲା ଢେଙ୍କାନାଳ ସ୍ଵୟଂଶାସିତ

ପୁଣି ଢେଙ୍କାନାଳରେ ଲଜ୍ଜ୍ୟା , ୫ ବର୍ଷର ଦିବ୍ୟାଙ୍ଗ ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ

ପୁଣି ଲଜ୍ଜିତ ହେଲା ଢେଙ୍କାନାଳ , ୫ ବର୍ଷର ଦିବ୍ୟାଙ୍ଗ ଶିଶୁ କନ୍ୟାକୁ ଦୁଷ୍କର୍ମ ହୋଇଥିବାର ଆସିଲା ଅଭିଯୋଗ । ଜଣେ ୪୫ ବର୍ଷ ବୟସ୍କ ଯୁବକ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ସୁରପ୍ରତାପପୁର ଫାଣ୍ଡି ଅଞ୍ଚଳରେ । ସୂଚନା

କେନ୍ଦ୍ରୀୟ ବିଦ୍ୟାଳୟ ସମସ୍ୟା ସମାଧାନ ହେଲାନାହିଁ,ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଅଭିଭାବକଙ୍କ ନିବେଦନ

ଢେଙ୍କାନାଳ ସହର ନିକଟସ୍ଥ ବନମାଳିପ୍ରସାଦ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ଏକାଦଶ ଶ୍ରେଣୀରେ ଶିକ୍ଷାଲାଭ କରୁଥିବା ୫୧ଜଣ ଛାତ୍ରଛାତ୍ରୀ ଫେଲ ହୋଇଥିବା ବେଳେ ସେମାନେ ଧାରଣାରେ ବସିଥିଲେ । ଧାରଣାର ଚାରିଦିନ ପରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ବେଳେ ଅଭିଭାବକ ମାନେ ସମସ୍ୟାର

ଦୁର୍ଘଟଣାରେ ଗୁରୁତର ଥିବା ବ୍ୟକ୍ତିଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ !

ଢ଼େଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥରେ ଗତ ୪ ଏପ୍ରିଲ ରେ କାମାକ୍ଷାନଗର ପଟୁ ଆସୁଥିବା ଏକ କୋଇଲା ବୁଝେଇ ଟ୍ରକ୍ ରାଜପଥ କାର୍ଯ୍ୟରେ କାର୍ଯ୍ୟରତ ଏକ ପାଣି ଟ୍ୟାଙ୍କରକୁ ଧକ୍କା ଦେବା ଫଳରେ ଟ୍ରକ୍ ଟି ଭାରସାମ୍ୟ ହରାଇ ପାଖରେ ଥିବା ୧୧ କେଭି ବିଦ୍ୟୁତ୍ ଖୁଣ୍ଟରେ

ଆମେ ଓଡ଼ିଆ

ଓଡ଼ିଆ ମାଟିରେ ଜନମ ନେଇଣ ଗର୍ବିତ ହୁଏ ଆଜିରେମହାଖାରବେଳ ଜଗବନ୍ଧୁବିର ଜନମ ନେଲେ ଏ ଦେଶରେହାତୀ ଗୁମ୍ଫା ଆଉ ବାରବାଟୀ ଦୁର୍ଗ ସାକ୍ଷୀ ରୂପେ ଗର୍ବିତ ହୁଏ ମାଟିରେ ଧର୍ମ ପଦର ବିତତ୍ୱ ର ତ୍ୟାଗ ଠିଆହୋଇଅଛି

ଅବସରପ୍ରାପ୍ତ ସ୍ଥଳସେନା ସୁବେଦାରଙ୍କୁ ନିଜ ଜନ୍ମମାଟିରେ ଭବ୍ୟ ସମ୍ବର୍ଦ୍ଧନା

ଆଜକୁ ୩୦ ବର୍ଷ ପୂର୍ବେ ଭାରତମାତାର ସୁରକ୍ଷା ନିମନ୍ତେ ସ୍ଥଳସେନାରେ ଯୋଗଦେଇ ଦେଶର ବିଭିର୍ଣ୍ଣ ରାଜ୍ୟରେ ନିଖୁଣ ଭାବରେ ନିଜର କାର୍ଯ୍ୟ ସମ୍ପାଦାନ କରି ଘରକୁ ଫେରିଛି ବିର ପୁତ୍ର । ସେଥିପାଇଁ ଗ୍ରାମଟି ଉତ୍ସବମୁଖର । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଭୁବନ ବ୍ଲକ ଅନ୍ତର୍ଗତ ପଳାଶପିଠିଆ

ଜମି ମାଫିଆ ଙ୍କ କବଳରେ ଗୋଚର ଏବଂ ଗୁଣ୍ଠିକିଆ ପଟା ଜମି

ଢେଙ୍କାନାଳ ଜିଲ୍ଲା ଗଁଦିଆ ତହସିଲି ଅଧୀନରେ ଦିନକୁ ଦିନ ଜମି ମାଫିଆଙ୍କ ରାଜ ଦେଖିବାକୁ ମିଳୁଛି l ଗୋଚର ଅନାବାଦୀ,ଏବଂ ଏପରିକି ଗରିବ ଭୂମିହୀନ ମାନଙ୍କୁ ଦିଆଯାଇଥିବା ଗୁଣ୍ଠିକିଆ ଜାଗା କେତେକ ମୁଷ୍ଠିମେୟ ଜମିମାଫିଆଙ୍କ କବଳରେ ରହିଆସୁଛି । ଏପରିକି ଗୁଣ୍ଠିକିଆ ପଟା ଚିହ୍ନଟ ଅଭାବରୁ

ଦୁର୍ଘଟଣାରେ ଚାଲିଗଲା ପୋଲିସ କର୍ମଚାରୀଙ୍କ ଜୀବନ

ଢେଙ୍କାନାଳ-କପିଳାସ ରୋଡ ବିରାଡିଆ ନିକଟରେ ଦୁଇ ବାଇକ ମଧ୍ୟରେ ମୁହଁ।ମୁହିଁ ଧକ୍କା ହେବା ଫଳରେ ଜଣେ ପୋଲିସ କର୍ମଚାରୀ ଙ୍କ ମୃତ୍ୟୁ ଘଟିଛି ।ମୃତକ ହେଲେ କାମାକ୍ଷାନଗର ଥାନାରେ କାର୍ଯ୍ୟରତ ହାବିଲଦାର ବିପିନ ବିହାରୀ କର। ସୂଚନା ଅନୁଯାୟୀ , ଗଁଦିଆ ଥାନା ଅନ୍ନପୁର ଗାଁର ବିପିନ ଆଜି

ଟ୍ରକ୍ ସହିତ ପାଣି ଟ୍ୟାଙ୍କର ଧକ୍କା ,ଦୁଇ ଆହାତ

ଢ଼େଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥରେ କାମାକ୍ଷାନଗର ପଟୁ ଆସୁଥିବା ଏକ କୋଇଲା ବୁଝେଇ ଟ୍ରକ୍ ରାଜପଥ କାର୍ଯ୍ୟରେ କାର୍ଯ୍ୟରତ ଏକ ପାଣି ଟ୍ୟାଙ୍କରକୁ ଧକ୍କା ଦେବା ଫଳରେ ଟ୍ରକ୍ ଟି ଭାରସାମ୍ୟ ହରାଇ ପାଖରେ ଥିବା ୧୧ କେଭି ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଥିଲା ।

ବିବାହକୁ କେନ୍ଦ୍ର କରି ବେକରେ ରଶି ଲଗାଇ ଆତ୍ମହତ୍ୟା !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ମହୁଲ ପାଳ ଗ୍ରାମର ଶ୍ରୀଧର ପଣ୍ଡା ଙ୍କ କନ୍ୟା ସାଇଁ ସ୍ମିତା ପଣ୍ତା ଆଜି ଅପରାହ୍ନ ୫ଟା ସମୟରେ ଘର ବାରି ପଛପଟେ ବେକରେ ରଶି ଲଗାଇ ଆତ୍ମହତ୍ୟା କରାଯାଇ ଥିବା ଜଣାଯାଇଛି। ଖବର ନେବାରେ ଜଣାଯାଏ ଯେ, ଉକ୍ତ ଗ୍ରାମର ଜଣେ ଗୋପାଳ ଜାତିର
error: Content is protected !!