ଜାତୀୟ ସ୍ତରରେ ଢେଙ୍କାନାଳ ଝିଅର କମାଲ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମହିଳା ମହାବିଦ୍ୟାଳୟର +୩ ଛାତ୍ରୀ ବନ୍ଦନା ପ୍ରିୟ ଦର୍ଶନୀ ବିଶ୍ଵାଳ ଜିଲ୍ଲା ଓ ରାଜ୍ୟସ୍ତର ରେ ୧୦୦ମିଟର, ଦୌଡ,ଲଙ୍ଗଜମ୍ପ,ହାଇଜମ୍ପ ଜାଭଲିନ୍ ଥ୍ରୋ ଓ ଡିସ୍ କସ୍ ଥ୍ରୋ ରେ ସଫଳତା ଅର୍ଜନ କରି ଏବେ ୨୦୨୩ମସିହା ମାର୍ଚ୍ଚ ୨ତାରିଖ ଦିନ ଦିଲ୍ଲୀ ଷ୍ଟ୍ରେଟ୍ ୟୁଥ!-->…