News
lipub
samparksetu
Browsing Tag

#dhenkanal #dhenkanalupdate

ଗଣେଶ ପୂଜା ଭସାଣୀ ବେଳେ ଛୁରା ମାଡ଼

ଢେ଼ଙ୍କାନାଳ ସଦର ଥାନା ଅନ୍ତର୍ଗତ ତରଭା ଗ୍ରାମ ରେ ଗଣେଶ ପୂଜା ଭସାଣୀ କୁ ନେଇ ଲଙ୍କାକାଣ୍ଡ।ଭସାଣୀ ସମୟ ରେ ଦୁଇ ଜଣକୁ ଛୁରା ମାଡ କରି ଯୁବକ ଫେରାର ହୋଇଯାଇଛି । ସୂଚନା ଅନୁଯାୟୀ , ଦୁଇ ଜଣ ଗ୍ରାମ ରେ ଭସାଣୀ ଦେଖୁଥିବା ବେଳେ ଯୁବକ କରିଛନ୍ତି ଛୁରାମାଡ।ଆହତ ଦୁଇ ଜଣଙ୍କୁ ଜିଲ୍ଲା ମୁଖ୍ୟ

ଢେଙ୍କାନାଳ ବସଷ୍ଟାଣ୍ଡର ଦୂରାବସ୍ଥା

କୋଟି କୋଟି ଟଙ୍କାର ନିର୍ମିତ ଢେଙ୍କାନାଳ ନୂଆ ବସଷ୍ଟାଣ୍ଡ ନିର୍ମାଣର ୬ ମାସ ନ ପୂରୁଣୁ ଭାଙ୍ଗିବା ଆରମ୍ଭ l ଏହା ଦର୍ଶାଉଛି ଯେ ନିର୍ମାଣ କାର୍ଯ୍ୟ କେତେ ନିମ୍ନମାନ ହୋଇଛି l ତାଛଡା ଗତ ସରକାର ସମୟରେ ହୋଇଥିବା ନିର୍ମାଣ କାର୍ଯ୍ୟକୁ ବର୍ତ୍ତମାନର ବିଜେପି ସରକାର କେତେ ତର୍ଜମା କରୁଛନ୍ତି ଏବଂ

ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର

ଗୋଟିଏ ଦିନରେ ସଡ଼କ ଦୁର୍ଘଟଣାରେ ଜଂସ ମୃତ ଜଣେ ଗୁରୁତର ଆହତ ହୋଇଛନ୍ତି ।ମହିଷାପାଟ ବାଇପାସ ଛକରେ ଆଜି ସନ୍ଧ୍ୟା ସାଢେ ୫ଟାରେ ଏକ ଦୁର୍ଘଟଣା ଘଟିଛି । ଟ୍ରକ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କ ପରିଚୟ ମିଳିପାରି ନାହିଁ । ସେ ଢେଙ୍କାନାଳ ସହର ଆଡକୁ ଆସିବା ପାଇଁ ଛକ ଅତିକ୍ରମ

ହିନ୍ଦୋଳ ରେ ଏବେବି ଗାଁ କୁ ରାସ୍ତା ଦିବାସ୍ବପ୍ନ

ଏବେବି ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଅନେକ ଗ୍ରାମରେ ଭୋଟର ପକ୍କା ସଡ଼କ ଦେଖି ପାରିଲେନି । କେନ୍ଦ୍ର ଓ ରାଜ୍ୟ ସରକାର ଲୋକମାନଙ୍କର ଯାତାୟତର ସୁବିଧା ପାଇଁ ରାସ୍ତା ନିର୍ମାଣ ନିମନ୍ତେ ସରକାର ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଦେଉଥିବା ବେଳେ ତାହା କାର୍ଯ୍ୟକାରୀ ନହୋଇ

ସୋଲାର କରେଣ୍ଟ ଲାଗି ବୃଦ୍ଧ ମୃତ

ଭୁବନ ଥାନା ଅନ୍ତର୍ଗତ ମୃଦଙ୍ଗା ଗ୍ରାମ ଚାଷ ଜମିରୁ ଘାସ କାଟିବାକୁ ଯାଇଥିବା ବୃଦ୍ଧ ସୋଲାର କରେଣ୍ଟ ହେତୁ ମୃତ୍ୟୁ ବରଣ କରିଛନ୍ତି । ମୃତକ ହେଲେ ନୋହୋରା ବେହେରା ( ୮୦)। ତାଙ୍କର ଏକ ମାତ୍ର ବିବାହିତ ଝିଅ ଅମୂଲ୍ୟ ଙ୍କ ଘରେ ରହୁଥିଲେ। ଏ ନେଇ ନାତି ଗଣେଶ୍ୱର ତରେଇ ଭୁବନ ଥାନାରେ ଲିଖିତ ଏତଲା

ଭାଲୁକୁ ଟ୍ରାଙ୍କୁଲାଇଜ କରିବାକୁ ଯାଇ ଫରେଷ୍ଟର ଆହତ

ଢେଙ୍କାନାଳ କାମାକ୍ଷାନଗର ଗ୍ରାମ ଭିତରେ ଭାଲୁର ଆତଙ୍କ। ଆଜି ଦିନ ୯ ଟା ରୁ ଭାଲୁଟି ନିକଟସ୍ଥ ଜଙ୍ଗଲରୁ ଆସି କେରଜୁଳି ଗ୍ରାମରେ ପଶି ଯାଇଥିଲା। ଗ୍ରାମବାସୀ ଦେଖି ବନବିଭାଗ କୁ ଖବର ଦେଇଥିଲେ। ବନବିଭାଗ ପହଞ୍ଚି ଭାଲୁକୁ ଘଉଡାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ଏବଂ ସଙ୍ଗେ ସଙ୍ଗେ କପିଳାଶ

ଦଧିସିଙ୍ଗା ଗ୍ରାମରେ ବିଦ୍ୟୁତ୍ ସମସ୍ୟା ସମାଧାନ ପାଇଁ ଦାବିପତ୍ର

ଢେଙ୍କାନାଳ ଜିଲ୍ଲା ଗଁଦିଆ ବିଦ୍ୟୁତ୍ ସବଡିଭିଜନ ଯୋରନ୍ଦା ସେକ୍ସନ ଦଧିସିଙ୍ଗା ଗ୍ରାମରେ ବାରମ୍ବାର ବିଦ୍ୟୁତ୍ ବ୍ୟାଘାତ ଯୋଗୁଁ ଅସନ୍ତୋଷ ପ୍ରକାଶ ପାଇଛି । ଗ୍ରାମବାସୀ ଗ୍ରାମ ଉପସଭାପତି ମାୟାଧର ମହାନ୍ତି ଓ ସମ୍ପାଦକ ଶ୍ରୀବତ୍ସ ମହାନ୍ତି ନେତୃତ୍ୱରେ ଆଜି ଯୋରନ୍ଦା କନିଷ୍ଠ ଯନ୍ତ୍ରୀଙ୍କୁ

ଏସପି ଅଫିସ କିରାଣୀଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ ଏସ୍‌ପି ଅଫିସ ପଛ ପାର୍ଶ୍ଵରେ ଥିବା ପୋଲିସ କଲୋନୀର ଏକ ବନ୍ଦ ଘରୁ ଏସପି ଅଫିସର ଜଣେ କିରାଣୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ କିରାଣୀ କଣ୍ଟାବଣିଆ ଥାନା ଅମନା ଗାଁର ଆଦିତ୍ୟ କୁମାର ନାୟକ(୩୫) । ସେ ଏସପିଙ୍କ କାର୍ଯ୍ୟାଳୟରେ କିରାଣୀ ଭାବେ କାର୍ଯ୍ୟ କରୁଥିଲେ। ଆଜି କାର୍ଯ୍ୟ

ରକେନାଲ ରେ ବୁଡ଼ିଯାଇ ମହିଳା ମୃତ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅଞ୍ଚଳରେ ପତଳା ଗ୍ରାମ ନିକଟସ୍ଥ ରେଙ୍ଗାଳି ଦକ୍ଷିଣ କେନାଲ ରେ ଜଣେ ମହିଳା ଗାଧୋଇବା ବେଳେ ପାଣି ରେ ବୁଡ଼ିଯାଇ ପ୍ରାଣ ହରାଇଥିବା ଜଣାପଡିଛି । ମହିଳା ଜଣଙ୍କ ହେଉଛନ୍ତି ହିନ୍ଦୋଳ ରୋଡ ଫାଣ୍ଡି ଅନ୍ତର୍ଗତ ଏକଘରିଆ ଗ୍ରାମ ର ନିହଲି ବେହେରା( ୬୦) ତାଙ୍କ

ସୁଭଦ୍ରା ଲୋଭ ; ଜୋତା ଭରଷା ,ଠେଲା ପେଲାରେ ହାତ ଭାଙ୍ଗିଲା

ସୁଭଦ୍ରା ଯୋଜନା ପାଇବା ଲୋଭରେ ଶହଶହ ଲୋକ ବ୍ଲକ କୁ ଆସିଥିଲେ ଆଧାର କାର୍ଡ ସଂଶୋଧନ ପାଇଁ। ସକାଳ ୮ଟା ବେଳକୁ ଶହ ଶହ ଲୋକ ଜୋତା ଥୋଇ ଜଗି ବସିଥାନ୍ତି । ହଠାତ ବର୍ଷା ହେଲା। ଲୋକ ଙ୍କ ମଧ୍ୟ ରେ ଠେଲା ପେଲା ଲାଗିଲା । ଏହି ଠେଲା ପେଲାରେ ଜଣେ ବୟସ୍କ ମହିଳା ପଡିଯିବାରୁ ତାଙ୍କ ବାମ ହାତ
error: Content is protected !!