ଷାଠିଏ ବର୍ଷର ପୁରୁଣା ରାସ୍ତାକୁ ନିଜ ଜାଗା ଦାବିକରି ଖୋଳିଦେଲେ ଜମି ମାଲିକ,ବିଦ୍ୟାଳୟ ନଯାଇ ରାସ୍ତାରେ ବସିଲେ ଛାତ୍ର…
ହିନ୍ଦୋଳ ଉପଖଣ୍ଡ ବୁହାଳିପାଳ ପଞ୍ଚାୟତ ଅନ୍ତର୍ଗତ ପଞ୍ଚାୟତ ସମ୍ମୁଖ ରାସ୍ତାକୁ ନିଜ ଜାଗା ଦର୍ଶାଇ ଶନିବାର ଦିନ ଅଂଳାବେଡା ଗ୍ରାମର ବିରଞ୍ଚି ବିଶ୍ୱାଳ, ଅଭିମନ୍ୟୁ ବିଶ୍ୱାଳ, ଓ ଗଦାଧର ବିଶ୍ୱାଳ ରାସ୍ତାଟି ଜେସିବି ମେସିନ ସାହାଯ୍ୟ ରେ ଖୋଳି ଦେଇଥିବା ବେଳେ ଏ ନେଇ ବୁହାଳି ପାଳ ଗ୍ରାମବାସୀ!-->…