ଡିବିରୀ ନିଆଁରେ ପୋଡ଼ିହୋଇ ଶିଶୁ ଗୁରୁତର
ଡିବିରୀ ନିଆଁରେ ପୋଡିହୋଇ ଜଣେ ୫ ବର୍ଷର ଶିଶୁ ଗୁରୁତର ହୋଇଛି । ଗୁରୁତର ଶିଶୁ ହେଲେ ଯାଜପୁର ଜିଲ୍ଲା କାଳିଆପାଣି କଲରଙ୍ଗି ସାହି ବାବୁ ସର୍ଦାରଙ୍କ ୫ ବର୍ଷର ଝିଅ ଆସା ହର୍ଦାର। ସେ ଆଜି ସକାଳେ ଘରେ ଏକାକି ଥିବିବେଳେ ଡିବିରିରେ ନିଆଁ ଲଗାଇଥିଲେ। ଅସାବଧାନତା ବସତଃ ଡିବିରି ନିଆଁରୁ ତା!-->…