ବିଭିନ୍ନ ରୋଗ ପାଇଁ ଲୁହା ଓ ତମ୍ବା ଛଡ଼ ରେ ଗରମ ଚେଙ୍କ !
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର କଙ୍କଡାହାଡ ବ୍ଲକ୍ କାନ୍ତୋଲ ପଞ୍ଚାୟତ କିମ୍ଭିରୀ ମୁଣ୍ଡା ଗ୍ରାମରେ କୁଡୁମୀ ସମ୍ପ୍ରଦାୟ ର ଲୋକ ମାନେ ମକର ସଂକ୍ରାନ୍ତି ପର ଦିନ ସକାଳେ ଛୁଆ ଠାରୁ ବୁଢ଼। ପର୍ଯ୍ୟନ୍ତ ଚେଙ୍କ ଚିକିତ୍ସା ଦେଖିବାକୁ ମିଳିଛି।
ଗ୍ରାମ ବାସୀ ମାନଙ୍କୁ ପଚାରିବାରୁ!-->!-->!-->…