News
lipub
samparksetu
Browsing Tag

#dhenkanal #dhenkanalupdate

ଅଗ୍ନିକାଣ୍ଡରେ ୨ବଖରା ଜଳିଗଲା

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ କରଗୋଳା ପଞ୍ଚାୟତ ଶଶାପଶି ଗ୍ରାମରେ ଅଗ୍ନିକାଣ୍ଡ ଘଟି ୨ ବଖରା ଘର ଜଳିପୋଡି ପାଉଁଶ ହୋଇଯାଇଛି । ଶଶାପଶି ୮ ନମ୍ବର ୱାର୍ଡ ମେଡିକାଲ ସାହିରେରହୁଥିବା ସ୍ୱ୍‌ର୍ଗତ ଗୁରୁ ମହାରଣାଙ୍କ ପତ୍ନୀ ବାସନ୍ତି ମହାରଣା ଦୁଇ ବଖରା ଚାଳ ଘର କରି ରହଆସୁଛନ୍ତି ।

ମହାବିରୋଡରେ ଧାନ ମଣ୍ଡି ଆରମ୍ଭ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ମହାବିରୋଡ ପ୍ରାଥମିକ କୃଷି ସମବାୟ ସମିତିରେ ଧାନ ମଣ୍ଡି ଆରମ୍ଭ ହୋଇଛି । ମଣ୍ଡି ଉଦଘାଟନ ସମୟରେ ସମ୍ପାଦକ ଭରତ ଚନ୍ଦ୍ର ସାହୁ ଙ୍କ ସହିତ ଆରଏମସିର ସଭ୍ୟଏବଂ ସମିତିର କର୍ମଚାରୀମାନେ ଉପସ୍ଥିତ ରହିଥିଲେ । ଏହି ମଣ୍ଡିରେ ୨୦ହଜାର କ୍ୱିଣ୍ଟାଲ ଧାନ କ୍ରୟ

ଷଣ୍ଢ ଆକ୍ରମଣରେ ବୃଦ୍ଧା ମୃତ

ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ଅନ୍ତର୍ଗତ ନିମବାହାଳି ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଏକ ମାରଣା ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ବାଲିମି ଥାନା ଅନ୍ତର୍ଗତ ଗାଲପଡା ଗ୍ରାମର ଚଣିଆ ନାଏକ ଙ୍କ ବୀଣା ନାଏକ(୫୮) ଅସୁସ୍ଥ ଥିବାରୁ ନିଜ ସ୍ୱାମୀଙ୍କ ସହିତ ଏକ ଗାଡିରେ ନିମବାହାଳି

ହିନ୍ଦୋଳ ଏନ୍ ଏ ସି ରେ ରାହାଗିରି ପଥ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଚଳିତ ମାସରେ ଓଡ଼ିଶାରେ ରେ ଅୟୋଜିତ ହେବାକୁ ଥିବା ଆନ୍ତର୍ଜାତୀୟ ପୁରୁଷ ହକି ବିଶ୍ଵକପ୍ ପାଇଁ ସାରା ରାଜ୍ୟ ଏବେ ଚଳଚଞ୍ଚଳ ହୋଇ ପଡିଛି।ଏହି ପରିପ୍ରେକ୍ଷୀରେ ପ୍ରଥମ ଥର ପାଇଁ ହିନ୍ଦୋଳ ଏନ୍ ଏ ସି ରେ ଆସନ୍ତା ୮ ତାରିଖ ରବିବାର ଦିନ ଏକ ପଥ ଉତ୍ସବ ବା ରାହାଗିରି ଆୟୋଜିତ ହେବାର କାର୍ଯ୍ୟକ୍ରମ

ନବଜାତ ନିଷ୍ପାପ କାମାଗ୍ନିର ଧୂଆଁ

କାମବାସ୍ନାର କମାର ଶାଳଯେତେବେଳେ ଶୀଥିଳ ହୁଏଅଣାୟତ ନିଆଁ ଆଉ ଲୁହାର ସଂଘର୍ଷରେ ଯେତେବେଳେଭଟ୍ଟା ପଡ଼ିଯାଏସେତେବେଳେ ଅଙ୍କୁର ହୁଏଅଲୋଡ଼ା ଅସହାୟ ବେସାହାରାକଳୀକା ଟିଏ କଳଙ୍କର କାଳିମାରେ ।। ଜନ୍ମ ପୂର୍ବରୁ ଯାହାର ମୃତ୍ୟୁ ହୁଏଅବା ତା'ର ଷଠୀଘରରେଳ ଲାଇନ ଅବା ବୁଦା ଉହାଡକେତେବେଳେ ତ ସେ

ମହୁମାଛି ଆକ୍ରମଣ ରେ ଜଣେ ଗୁରୁତର

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ମଠତେନ୍ତୁଳିଆ ଗ୍ରାମ ର ନିରଞ୍ଜନ ବେହେରା ଜୁଆଳିବଦ୍ଧ କୁ ପାଠପଢାଇବା ପାଇଁ ଯାଇଥିଲେ। ଜୁଆଳିବଦ୍ଧ ଛକ ଠାରେ ମହୁ ଫେଣା ରୁ ମହୁମାଛି ଅତର୍କିତ ଭାବରେ ଆକ୍ରମଣ କରିଥିଲେ। ଫଳରେ ଗ୍ରାମ ବାସୀ ମାନେ ନିରଞ୍ଜନ କୁ ପ୍ରଥମେ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ

ରାସ୍ତା ଉପରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ; ୩ଜଣ ଗୁରୁତର ଆହତ, ଜଳିଗଲା ବାଇକ

ଗଁଦିଆ ଅଂଚଳରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ରାସ୍ତା ଉପରେ ଦୁଇଟି ବାଇକ ମୁହାଁ ମୁହିଁ ଧକ୍କା ହେବାରୁ ସେଥିରେ ସବାର ଥିବା ୩ଜଣ ଅତି ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ , ଘଟଣାରୁ ସ୍ପଷ୍ଟ ଭୁବନ ଥାନା ଅନ୍ତର୍ଗତ ମୃଦଙ୍ଗା ଗ୍ରାମର ନିରଞ୍ଜନ ମଲିକ(୩୦)ଓ ତାର

ଦେଓଗାଁ ପ୍ରାଥମିକ କୃଷି ସମବାୟ ସମିତିରେ ଧାନ ମଣ୍ଡି ଶୁଭ ଉଦଘାଟନ

ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ର ଦେଓଗାଁ ପ୍ରାଥମିକ କୃଷି ସମବାୟ ସମିତିରେ ଧାନ ମଣ୍ଡି ଶୁଭ ଉଦଘାଟନ ହୋଇଯାଇଛି । ଚଳିତ ବର୍ଷ ପ୍ରଥମ କରି ଖୋଲାଯାଇଥିବା ଧାନ ମଣ୍ଡି ରେ ୧୧ ଜଣ ଚାଷୀକୁ ଧାନ ବିକ୍ରି କରିବାରେ ସୁଯୋଗ ଦିଆଯାଇଥିଲା । ଏହି ଧାନ ମଣ୍ଡି କୁ ଶୁଭ ଉଦଘାଟନ କରିଥିଲେ ଗଁଦିଆ

କୁରୁମୁଣା କଲେଜ୍ ରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ

କାମାକ୍ଷାନଗର ଅନ୍ତର୍ଗତ କୁରୁମୁଣା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବିଦ୍ୟାଳୟ ଅଧ୍ୟକ୍ଷ ନୃସିଂହ ପ୍ରସାଦ ପାତ୍ର ଙ୍କ ଅଧ୍ୟକ୍ଷତା ରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି।କାମାକ୍ଷାନଗର ସହକାରୀ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ମଦନ ମୋହନ ଜେନା ଉପସ୍ଥିତ ରହି ଶିବିର କୁ ଉଦଘାଟନ
error: Content is protected !!