ଫୁରସତ ଉଚ୍ଚଶିକ୍ଷା Dhenkanal Update Dec 23, 2022 0 ଉଚ୍ଚମନ ନେଇ ଉଚ୍ଚଆଶା ନେଇ ରାଜଧାନୀ ଆସିଛି ଧାଇଁ,ଗାଆଁ ଠୁ ସହର ପଥ ବହୁଦୂର ଉଚ୍ଚଶିକ୍ଷା ଲଭିବା ପାଇଁ । ମୋ ଜ୍ଞାତି କୁଟୁମ୍ବ ଦେଖି ନାହିଁ କେବେ ରାଜଧାନୀ ଚାଲି ଚଳନି,ପାଦ!-->!-->!-->…
ଢେଙ୍କାନାଳ ଖବର କାର ଓ ବାଇକ ମୁହାଁମୁହିଁ ଧକ୍କା ୨ଜଣ ଗୁରୁତର Dhenkanal Update Dec 23, 2022 0 କଙ୍କଡାହାଡ଼ ବ୍ଲକ ଡ଼ଙ୍ଗାପାଳ ଛକ ଠାରେ କାର ଓ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି ।କଙ୍କଡାହାଡ଼ ବ୍ଲକ ପଥରଗଡ଼ ଗ୍ରାମର ମାଧବ ସିଂହ(୩୮) ଓ ଲୋଚନ ସାହୁ(୫୮) ଦୁଇଜଣ କୌଣସି କାମରେ ବାଇକରେ କାମାକ୍ଷାନଗର ରୁ ନିଜ ଗାଁ କୁ ଫେରୁଥିଲା ବେଳେ କଙ୍କଡାହାଡ଼ ଆଡୁ!-->…
ଢେଙ୍କାନାଳ ଖବର ରୟାଲ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ Dhenkanal Update Dec 23, 2022 0 ଢେଙ୍କାନାଳ ଉପକଣ୍ଠ ରଞ୍ଜା ସ୍ଥିତ ରୟାଲ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ୩ ଦିନ ବ୍ୟାପି ଅନୁଷ୍ଠିତ ହୋଇ ତା୨୩/୧୨/୨୦୨୨ ରିଖ ଶୁକ୍ରବାର ଦିନ ଉଦଯାପିତ ହୋଇଯାଇଛି। ଏଥିନିମନ୍ତେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଢେଙ୍କାନାଳ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ କୁମାର!-->…
ଢେଙ୍କାନାଳ ଖବର ରାଜ୍ୟ ମହିଳା ମୋର୍ଚ୍ଚାର ପ୍ରବାସ କାର୍ଯ୍ୟକ୍ରମ Dhenkanal Update Dec 23, 2022 0 ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ରେଙ୍ଗାଳି ପାଣିପଞ୍ଚାୟତ ସଭା ଗୃହରେ ଶୁକ୍ରବାର ଅପରାହ୍ନରେ ରାଜ୍ୟ ମହିଳା ମୋର୍ଚ୍ଚାର ପ୍ରବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଢେଙ୍କାନାଳ ଜିଲ୍ଲାକୁ ୨ ଦିନିଆ ଗସ୍ତରେ ଆସିଥିବା ଉତ୍ତରପ୍ରଦେଶର ମହିଳା ମୋର୍ଚ୍ଚାର ନେତ୍ରୀ ଆୟୁସି ଶ୍ରୀମାଲି ଉକ୍ତ!-->…
ଅଞ୍ଚଳ ସମସ୍ୟା ସବର୍ଣ୍ଣ ମାନେ ଧାନ କାଟିନେଲେ ; ଣୁଣିଲାନି କାମାକ୍ଷାନଗର ପୋଲିସ,ଗ୍ରାମବାସୀ ଏସପିଙ୍କ ଦ୍ୱାରସ୍ଥ Dhenkanal Update Dec 23, 2022 0 ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ରାଇବୋଲ ମହୀଧରପୁର କମଣା ଗ୍ରାମରେ ଜଙ୍ଗଲ ଜମିରେ ଚାଷ କରିଥିବା ଧାନକୁ କେତେକ ସବର୍ଣ୍ଣ ବ୍ୟକ୍ତି କାଟିନେବାକୁ ମସୁଧା କରୁଥିବା ବେଳେ ବମ ପକାଇ ହତ୍ୟା କରିବାକୁ ଧମକ ଚମକ ଦେଉଛନ୍ତି । ତେବେ ଏହି ଘଟଣାରେ କାମାକ୍ଷାଗର ପୋଲିସ ନିରବଦ୍ରଷ୍ଟା ସାଜିଛି!-->…
ଢେଙ୍କାନାଳ ଖବର ମହୁମାଛି ଆକ୍ରମଣରେ ଜଣେ ମୃତ Dhenkanal Update Dec 23, 2022 0 ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମାରୁଆ ବିଲି ପଂଚାୟତ ର ମାରୁଆ ବିଲି ଗ୍ରାମର ଶତ୍ରୁ ଘନ ନାଏକ ଙ୍କ ପୁତ୍ର ରାମଚନ୍ଦ୍ର ନାଏକ (୩୫) ଙ୍କର ମହୁମାଛି ଆକ୍ରମଣରେ ମୃତ୍ୟୁ ବରଣ ହୋଇଛି । ସୂଚନା ଅନୁଯାୟୀ ଗତ ୨୦ ତାରିଖରେ କଙ୍କଡ଼ାହାଡ଼ ଥାନା କୁ କୌଣସି ଏକ ମାମଲାରେ ସେ ଯାଇଥିଲେ ।!-->!-->!-->…
ଢେଙ୍କାନାଳ ଖବର ମର୍ଣ୍ଣିଂୱାକ୍ କରୁଥିବା ସମୟରେ ଚଢିଗଲା ଅଜଣା ଗାଡି,ବୃଦ୍ଧା ଗୁରୁତର ଆହତ Dhenkanal Update Dec 23, 2022 0 ଭୁବନ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥ ବାଇପାସ୍ରେ ଜଣେ ବୃଦ୍ଧା ମର୍ଣ୍ଣିଂୱାକ୍ କରୁଥିବା ସମୟରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ବୃଦ୍ଧାଙ୍କର ଦୁଇ ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନଂ-୨!-->!-->!-->…
ଫୁରସତ ଗଛ ର ସୁରକ୍ଷା ଜୀବନ ରକ୍ଷା Dhenkanal Update Dec 22, 2022 0 ରୁହ ରୁହ ଭାଇ କାଟ ନାହିଁ ଗଛ ଗଛ ଯେ ଅମୂଲ୍ୟ ରତନଗଛଟି ହୋଇବ ଦରଦୀ ବନ୍ଧୁ ହେ କରିବା ଯଦି ତା ଯତନ ||ପତ୍ର ଫୁଲ ଫଳ ତା'ର!-->…
ସ୍ପେସିଆଲ ରିପୋର୍ଟ ମାଡି ଚାଲିଛି ଗାଈ ଗୋରୁ୍ଙ୍କ ଏଲଏସଡି ରୋଗ ; ଖାଲି ପଡିଛି ଶହ ଶହ ଡାକ୍ତର ପଦବୀ, ପିଅନଙ୍କୁ ନେଇ ଚାଲିଛି କାର୍ଯ୍ୟ Dhenkanal Update Dec 22, 2022 0 ଢେଙ୍କାନାଳ ଜିଲ୍ଲାରେ ଶୀତଦିନରେ ଗାଈଗୋରୁଙ୍କ ବିଭିନ୍ନ ରୋଗ ଦେଖାଦେଇଥିବାର ଜଣାପଡିଛି । ଗାଁ ଠାରୁ ସହର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଗୃହପାଳିତ ପଶୁମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ବେଳେ ଚିକିତ୍ସାଳୟରେ ଡାକ୍ତର ଏବଂ କର୍ମଚାରୀଙ୍କ ଘୋର ଅଭାବ ଦେଖାଦେଇଛି । ଜିଲ୍ଳାରେ ଗାଈ!-->…
ଢେଙ୍କାନାଳ ଖବର ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ ଜାତୀୟ ଗଣିତ ଦିବସ ପାଳିତ Dhenkanal Update Dec 22, 2022 0 କାମାକ୍ଷାନଗର ବ୍ଲକ କାନପୁରା ସ୍ଥିତ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ ଙ୍କ ତତ୍ୱାବଧାନରେ ତଥା ବରିଷ୍ଠ ଶିକ୍ଷୟିତ୍ରୀ କବିତା ରାଉତ ଙ୍କ ସଭାପତିତ୍ୱ ରେ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି । କାମାକ୍ଷାନଗର ମାହାବିଦ୍ୟାଳୟ ର ବରିଷ୍ଠ ପଦାର୍ଥବିଜ୍ଞାନ!-->…