ଅଚେତ ହେଲେ ୨ବିଦ୍ୟାଳୟର ୭ ଛାତ୍ରୀ
ଆଜି ଦୁଇଗୋଟି ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଉକ୍ତ ବିଦ୍ୟାଳୟ ରୁ ମୋଟ ୭ଜଣ ଛାତ୍ରୀ ଅଚେତ ହୋଇ ଯାଇଥିବାର ଜଣାପଡିଛି ।
ଗଁଦିଆ ବ୍ଲକର ବିଶ୍ୱନାଥପୁର ଠାରେ ଥିବା ଆଦର୍ଶ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ୪ଜଣ ଛାତ୍ରୀ ଗଣିତ ପାଠ ଉପରେ ଥିବା ସମସ୍ୟାର ସମାଧାନ ପାଇଁ!-->!-->!-->…