ଖୋଲୁନି ଧାନମଣ୍ଡି ,ହନ୍ତସନ୍ତ ଚାଷୀ ; ଦାବିପତ୍ର ଦେଲେ ହାଇକୋର୍ଟ ଓକିଲ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀର ନେତା ତଥା ହାଇକୋର୍ଟ ଓକିଲ ରମେଶ ଚନ୍ଦ୍ର ବେହେରାଙ୍କ ବିବୃତିରେ ଢେଙ୍କାନାଳ ଜିଲ୍ଲା ଚାଷୀକୁଳ ବର୍ତ୍ତମାନ ନିରାଶ ଏବଂ ହତାଶ ହୋଇପଡିଛନ୍ତି।କାରଣ ଠିକ୍ ଏହି ସମୟରେ ପ୍ରତିବର୍ଷ ସରକାରଙ୍କ ତରଫରୁ ବିଭିନ୍ନ ସବଡିଭିଜନ ଅଧୀନସ୍ଥ ପ୍ରତ୍ୟେକ!-->…