କାମାକ୍ଷାନଗର ସହର ମଧ୍ଯ ରେ ୧୧ ଟିକିଆ ହାତୀ ପଲ
ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହର ମଧ୍ୟ ରେ ଆଜି ସକାଳୁ ୧୧ ଟିକିଆ ହାତୀ ପଲ ଦେଖିବାକୁ ମିଳିଥିଲା।ସୂଚନା ଅନୁସାରେ ଆଜି ସକାଳୁ କାମାକ୍ଷାନଗର ଇନ୍ଦିପୁର ରାସ୍ତା ରେ ୧୧ ଟିକିଆ ହାତୀ ପଲ ବିଲ ରୁ ଧାନ ଖାଉଥିବାର ଦେଖିବାକୁ ମିଳିଥିଲା।
ସ୍ଥାନୀୟ ଲୋକମାନେ ବନ ବିଭାଗ କୁ ଖବର ଦେବାରୁ!-->!-->!-->…