ଆଖି କଥା କହେ
ମାଁ ର ଆଖି ମମତାରେ ଭରା,ଭଉଣୀର ଆଖି ସେନେହରେ।
ବାପାଙ୍କ ଆଖି କର୍ତ୍ତବ୍ୟରେ ଭରା,ଭାଇର ଆଖି ଦାୟିତ୍ୱରେ।
ସ୍ତ୍ରୀର ଆଖି ପ୍ରେମରେ ଭରା,ସ୍ୱାମୀର ଆଖି ସୁରକ୍ଷାରେ।
ପ୍ରେମିକର ଆଖି ସ୍ୱାର୍ଥରେ ଭରା,ପ୍ରେମିକାର ଆଖି ଛଳନାରେ।
ଧନୀର ଆଖି ଗର୍ବରେ ଭରା,ଗରିବର ଆଖି ଆଶାରେ।
!-->!-->!-->!-->!-->!-->!-->!-->!-->!-->!-->…