ମୋ ନାଲି ରଙ୍ଗ
ମୁଁ ରକ୍ତ ରଞ୍ଜିତା ବୋଲି ସହେ ଅସ୍ବୀକାରମୋ ନାଲି ପାଇଁ ମନା ମତେଦେବ ମନ୍ଦିର ଓ ରୋଷେଇ ଘର ।ବାପା ଙ୍କ କୋଳରେ ଖେଳୁ ଥିବାମୁଁ ଆଜି ବି ସେ ଝୁମ୍ପୁଡି ବାୟାଣୀ ,କିନ୍ତୁ ସେ ନାଲି ରଙ୍ଗ ମତେ ଶୁଣେଇ ଦେଲା -ଝିଅ ଆମର ବଡ଼ ହେଲାଣି,ଆଉ ହେଲାଣି ସେ ସିଆଣି l
ମୋ ଯନ୍ତ୍ରଣା ଲୋକ ମତେ ସାମାନ୍ୟ!-->!-->!-->…