ଘର ଉପରକୁ ବୋମାମାଡ଼
ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ଖମାର ସାହିରେ ବୋମାମାଡ଼। ସାହିର ସୁଶାନ୍ତ କୁମାର ସାହୁଙ୍କ ଘରକୁ ବୋମାମାଡ କରାଯାଇଥିବା ସୂଚନା ।ବୋମାମାଡ଼ରେ ସୁଶାନ୍ତ ଙ୍କ ଘର ଗେଟ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ଦୁଇଜଣ ଯୁବକ ବୋମାମାଡ କରି ଫେରାର ହୋଇଯାଇଥାବା ସିସିଟିଭିରୁ ଦେଖାଯାଇଛି ।
!-->!-->!-->…