ମୁରୁଗା ଦମ୍ପତି ବିଷ ପିଇବା ଘଟଣା ରେ ନୂଆ ମୋଡ଼ !
ପ୍ରଥମାଷ୍ଟମିରେ କୀଟନାଷକ ପିଇ ସ୍ବାମୀସ୍ତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣା ରେ ନୂଆ ମୋଡ଼ ନେଇଛି । ମାନସୀ ଙ୍କ ଶାଶୁ ଖୁଲଣା ନାଏକ ତାଙ୍କ ବୋହୁ ସହ ପ୍ରେମ କରିବା ଓ ତତ ସଂପର୍କିତ ଅଶ୍ଳୀଳ ଭିଡିଓ ଭାଇରାଲ ଧମକ ଦେବା ନେଇ ଭୁବନ ଥାନାରେ ଜନୈକ ଵ୍ୟକ୍ତି ଙ୍କ ବିରୋଧରେ ଲିଖିତ ଅଭିଯୋଗ!-->…