News
lipub
samparksetu
Browsing Tag

#dhenkanal #dhenkanalupdate

ମହିମା ଗାଦିରେ ୧୪୪ ଧାରା ଲାଗୁ

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଯୋରନ୍ଦାର ବିଶ୍ୱପ୍ରସିଦ୍ଧ ମହିମାଗାଦି ଠାରେ ତୃତୀୟ ବେଢ଼ା ମଧ୍ୟରେ ଥିବା ଦୀର୍ଘ ବର୍ଷର ସିଦ୍ଧବଡ଼ କୃପାସିନ୍ଧୁ ବାବାଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ବିତି ମନ୍ଦିର ଓ ଟୁଙ୍ଗିକୁ ଉଚ୍ଛେଦ ପାଇଁ କୋର୍ଟ ନୋଟିସ ଜାରି କରିଛି । ତେଣୁ ରବିବାର ୧୪୪ ଧାରା

ଗୋଟିଏ ହସ୍ପିଟାଲରେ ଦୁଇ ପାର୍ଶ୍ଵ, ଗୋଟିଏ ପଟେ ପୁଅର କଇଁ କଇଁ କାନ୍ଦ ଅନ୍ୟପଟେ ବାପାର ମୃତଦେହ

ପୁଅ ଜନ୍ମ ହେବାର ଗୋଟିଏ ଦିନ ପରେ ବାପାଙ୍କର ଦୁର୍ଘଟଣାରେ ଚାଲିଗଲା ଜୀଵନ । ଏପରି ଏକ ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା ସଦର ଥାନା କାଇମାଟି ପଞ୍ଚାୟତ ଆଛନ୍ଦ ଗାଁରେ ଦେଖିବାକୁ ମିଳିଛି । ଗାଁର ଗୋକୁଳ ପ୍ରଧାନ(୩୨)ଙ୍କର ଶୁକ୍ରବାର ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଅ ଜନ୍ମ

୫ ଟି ବାଇକ ଉପରେ ଚଢିଗଲା କାର , ଡେଲିଭରି ବଏ ଗୁରୁତର

କାର ଧକ୍କା ରେ ଫ୍ଲିପକାର୍ଡ ଡେଲିଭରି ବଏ ଗୁରୁତର। ଗୁରୁତର ଡେଲିଭରି ବଏ ହେଲେ କାମାକ୍ଷାନଗର ଥାନା ବିଜାଡିହ ଗ୍ରାମର ବିଭୁଦତ ମହାଭୋଇ । ସୂଚନା ଅନୁଯାୟୀ , ଆଜି ଅପରାହ୍ନରେ ସମୟରେ କାମାକ୍ଷାନଗର ସହରର ଦାସିପୋଖରୀ ନିକଟରେ ଥିବା ଫ୍ଲିପକାର୍ଡ କାର୍ଯ୍ୟାଳୟ ସମ୍ମୁଖରେ କର୍ମଚାରୀ ମାନେ

ଡିପ୍ଲୋମା ଇଂଜିନିୟରିଂ ଆସୋସିଏସନର ବୈଠକ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଜିରିଡାମାଳି ଠାରେ ଡିପ୍ଲୋମା ଇଂଜିନିୟରିଂ ଆସୋସିଏସନର ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ହୋଇଯାଇଛି । ଏହି ବୈଠକ ରେ କାମାକ୍ଷାନଗର ଉପଖଣ୍ଡର ସମସ୍ତ ଡିପ୍ଲୋମା ଇଞ୍ଜିନିୟର ମାନେ ଯୋଗଦେଇଥଲେ । ପ୍ରଥମେ ସଂଘର ଆଭିମୁଖ୍ୟ ବିଷୟରେ ଆଲୋଚନା କରାଯାଇଥିଲା ।

ଟାଟା ଷ୍ଟିଲ ପାଚେରୀ ନିକଟ ଗୁଳିକାଣ୍ଡ ଘଟଣା ର ପର୍ଦ୍ଦାଫାଶ ; ସ୍ଵାମୀର ହତ୍ୟା ପାଇଁ ସ୍ତ୍ରୀ କରିଥିଲା ଯୋଜନା

ଢେଙ୍କାନାଲ ଟାଟା ଷ୍ଟିଲ ପାଚେରୀ ପାଖ ଗୁଳିକାଣ୍ଡ ଘଟଣାର ପୁଲିସ କଲା ପ୍ରରଦାଫାସ, ଭିଣୋଇ ସହ ଅନୈତିକ ସମ୍ପର୍କରୁ ଯୋଜନାବଦ୍ଧ ଭାବେ ସ୍ୱାମୀକୁ ହତ୍ୟା କରେଇଲା ସ୍ତ୍ରୀ । ସ୍ୱାମୀକୁ ସବୁଦିନ ପାଇଁ ରାସ୍ତାରୁ ହଟାଇଦେବାକୁ ଭିଣୋଇ ସହ ମିଶି କରିଥିଲା ହତ୍ୟା ଉଦ୍ୟମର ସୁପର ପ୍ଲାନ । ଫଳରେ

ଭଙ୍ଗାମାଳ ଗାଁ ରେ ଗୋଷ୍ଠୀ ସଂଘର୍ଷ ; ହଣାକଟା ରେ ୩ଗୁରୁତର

ଢେଙ୍କାନାଳ ସଦର ଥାନା ଭଙ୍ଗାମାଳ ଗ୍ରାମରେ ଗାଁ ରାସ୍ତାକୁ ନେଇ ଗଷ୍ଠୀ ସଂଘର୍ଷ ଘଟିଛି । ଏ ଘଟଣା ରେ ୩ଗୁରୁତର ହୋଇ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁଯାୟୀ , ଗ୍ରାମର ଏକ ରାସ୍ତାକାମ କରାଯାଉଛି, ସେହି ରାସ୍ତାରେ ଗ୍ରାମର କିଛି ଲୋକଙ୍କର ନିଜସ୍ଵ ଜମି ଯାଉଥିବାରୁ

ରଗଡି ଛକରେ ଦୁଇ ବାଇକ୍ ମଧ୍ୟରେ ଦୁର୍ଘଟଣା,୫ ଗୁରୁତର

ଭୁବନ ଥାନା ରଗଡି ଛକ ରେ ୨ ବାଇକ ମଧ୍ୟରେ ଆଜି ସନ୍ଧ୍ୟାରେ ହୋଇଛି ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣା ରେ ୫ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଙ୍କୁ ଦମକଳ ବାହିନୀ ସହାୟତାରେ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରାଯାଥିଲା । ଆହତ ମାନେ ହେଲେ ମହୁଲପାଳ ର ପିପୁଲ ବେହେରା (୩୦) ଅର୍ଜୁନ ରାଉତ

ଗଡପଳାଶୁଣି ଅଞ୍ଚଳରେ ମରୁଡି ଆଶଙ୍କା ,ଫସଲ ବଞ୍ଚାଇବା ଲାଗି ଚାଷୀ ମାନଙ୍କ କସରତ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଧୀନସ୍ଥ ମହାବିରୋଡ ଫାଣ୍ଡି ଅଞ୍ଚଳର ଗଡପଳାଶୁଣି ପଞ୍ଚାୟତ ତଥା ଆଖ ପାଖ ୯ଟି ପଞ୍ଚାୟତରେ ମରୁଡି ଆଶଙ୍କା ନେଇ ଚାଷୀଙ୍କୁ ଭାଳେଣୀ ପଡିଛି ।ଅଞ୍ଚଳ ପାହାଡ଼ିଆ ତଥା ଆଦିବାସୀ ଅଧ୍ୟୁଷିତ ହୋଇଥିବାରୁ ସାମାନ୍ୟ ବର୍ଷା ହେଲେ ଚାଷୀ ମାନଙ୍କ ଜମିରେ ପାଣି ଅସୁବିଧା
error: Content is protected !!