ଗୋଟିଏ ହସ୍ପିଟାଲରେ ଦୁଇ ପାର୍ଶ୍ଵ, ଗୋଟିଏ ପଟେ ପୁଅର କଇଁ କଇଁ କାନ୍ଦ ଅନ୍ୟପଟେ ବାପାର ମୃତଦେହ
ପୁଅ ଜନ୍ମ ହେବାର ଗୋଟିଏ ଦିନ ପରେ ବାପାଙ୍କର ଦୁର୍ଘଟଣାରେ ଚାଲିଗଲା ଜୀଵନ । ଏପରି ଏକ ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା ସଦର ଥାନା କାଇମାଟି ପଞ୍ଚାୟତ ଆଛନ୍ଦ ଗାଁରେ ଦେଖିବାକୁ ମିଳିଛି ।
ଗାଁର ଗୋକୁଳ ପ୍ରଧାନ(୩୨)ଙ୍କର ଶୁକ୍ରବାର ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଅ ଜନ୍ମ!-->!-->!-->…