News
lipub
samparksetu

ଢେଙ୍କାନାଳ ଜିଲ୍ଲାରେ ବିଭିନ୍ନ ଟୀକା କେନ୍ଦ୍ରରେ ଅବ୍ୟବସ୍ଥାକୁ ନେଇ ଜିଲ୍ଲା ଆମ୍ ଆଦମୀ ପାର୍ଟି ର ବୈଠକ

ଢେଙ୍କାନାଳ ଜିଲ୍ଲା ରେ ବିଭିନ୍ନ ଟୀକା ଦାନ କେନ୍ଦ୍ର ରେ ଜନଗହଳି ଯୋଗୁଁ ଟୀକା ଦାନ କେନ୍ଦ୍ର ଗୁଡିକ ରେ ସାମାଜିକ ଦୂରତା ବଜାୟ ରଖିବାକୁ ଆଦେଶ ଦେବା ପାଇଁ ଜିଲ୍ଲାପାଳ ଙ୍କୁ ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ତରଫରୁ ଦାବୀ କରିବା ପାଇଁ ଆପ୍ ର ବୈଠକ ।

ଉକ୍ତ ବୈଠକ ରେ ଦଳ ର ବରିଷ୍ଠ ସଦସ୍ୟ ବିନୋଦ ମଲ୍ଲିକ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ପ୍ରକାଶ ରାଉତ, ଛାତ୍ର ନେତା ବିଶ୍ୱଜିତ ବରାଳ, ମହିଳା ପ୍ରମୁଖ ପ୍ରିୟଦର୍ଶିନୀ ମହାପାତ୍ର ଙ୍କ ସହ ପାର୍ଟିର ଅନ୍ୟାନ୍ୟ ସଦସ୍ୟ ଯୋଗ ଦେଇଥିଲେ ।

new life
You might also like
error: Content is protected !!