News
lipub
samparksetu

ସରାଙ୍ଗ ବ୍ରାହ୍ମଣୀ ବ୍ରିଜ ଉପରେ ଦୁର୍ଘଟଣା ; ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀ ମୃତ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ସରାଙ୍ଗ ବ୍ରାହ୍ମଣୀ ନଦୀ ବ୍ରିଜ ଉପରେ ଅଜଣା ଗାଡି ଧକ୍କାରେ ଆଜି ଜଣେ ସାଇକେଲ ଆରୋହୀ ଙ୍କ ମୃତ ଘଟିଛି । ମୃତକ ଜଣଙ୍କ ସରାଙ୍ଗ ଗ୍ରାମର ମାନଗୋବିନ୍ଦ ବେହେରା ବୋଲି ଜଣାପଡିଛି ।

ଆଜି ସକାଳ ସମୟରେ ସରାଙ୍ଗ ବ୍ରାହ୍ମଣୀ ନଦୀ ବ୍ରିଜ ଉପରେ ସାଇକେଲ ଯୋଗେ ମାନଗୋବିନ୍ଦ ଯାଉଥିବା ବେଳେ ଏକ ଅଜଣା ଗାଡି ତାଙ୍କ ଉପରେ ଚଢିଯାଇଥିବାର ସୂଚନା ମିଳିଛି ।ଦୁର୍ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

new life
You might also like
error: Content is protected !!