News
lipub
samparksetu

ପୋଖରିରେ ବୁଡ଼ି ଯୁବକ ମୃତ !

ପୋଖରିରେ ବୁଡି ଆଜି ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ କାମାକ୍ଷାନଗର ଏନଏସି ପୂରୂଣା ରେକୁଳା ଗ୍ରାମର ସାମଲ ଖଟୁଆ। ଗତକାଲି ସନ୍ଧ୍ୟାଠାରୁ ସାମଲ ଘରୁ ଆସି ଆଉ ଫେରିନଥିଲେ। ଆଜି ସକାଳୁ ଗ୍ରାମ ନିକଟସ୍ଥ ଏକ ପୋଖରିରୁ ତାଙ୍କର ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା।

ସୈାଚପାଇିଁ ଯାଇଥିବା ବେଳେ ଅସାବଧାନତ ବସତ ପୋଖରି ପଡିଯାଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ପରିବାର ଲୋକ ମୃତଦେହକୁ ଚିହ୍ନଟ କରିବା ପରେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇିଁ କାମାକ୍ଷାନଗର ମେଡିକାଲକୁ ପଠାଇବା ସହ ଅଧିକ ତଦନ୍ତ ଚଳାଇଛି।

new life
You might also like
error: Content is protected !!