News
lipub
samparksetu

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ !

କାମାକ୍ଷାନଗର-ଢେଙ୍କାନାଳ ପୂର୍ତ୍ତ ବିଭାଗ ରାସ୍ତାର ପଣ୍ଡୁଆ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା।

ଆଜବେଷ୍ଟସ ବୋଝେଇ ଏକ ଟାଟା ଏସି ଗାଡ଼ି ସହ ଗୋଟିଏ ବଜାଜ ଡିସ୍କଭର ବାଇକ୍ ସାମ୍ନାସାମ୍ନି ଧକ୍କା ହୋଇଥିଲା ବେଳେ ବାଇକ୍ ଆରୋହୀ ମୃତ୍ୟୁ ବରଣ କରିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା।

ଟାଟା ଏସି ଗାଡ଼ିର ଡ଼୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ମୃତ ବାଇକ୍ ଚାଳକଙ୍କ ଶବକୁ ପଣ୍ଡୁଆ ପୋଲିସ ଉଦ୍ଧାର କରି ଅଁଳାବେରେଣୀ ଡାକ୍ତରଖାନା ପଠାଇଛି , ମୃତକ ଜଣଙ୍କ ସଦର ଥାନା ସୁଧାର କାଟେଣୀର ସଞ୍ଜୟ ନାଏକ ବୋଲି ସୂଚନା ମିଳିଛି ।

new life
You might also like
error: Content is protected !!