News
lipub
samparksetu

ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଖୋଲାଗଲା କୋଭିଡ କେୟାର ସେଣ୍ଟର

କରୋନାର ଦ୍ବିତୀୟ ଲହରକୁ ଦୃଷ୍ଟିରେ ରଖି ଢେଙ୍କାନାଳ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଭୁବନ ବ୍ଲକ ଅନ୍ତର୍ଗତ ପଞ୍ଚାୟତରାଜ ହାଇସ୍କୁଲ ପଳାଶପିଠିଆ ଠାରେ କାର୍ଯ୍ୟକ୍ଷମ ହେଲା କୋଭିଡ କେୟାର ସେଣ୍ଟର ।

ଏହି ସେଣ୍ଟରରେ ୫୦ ଶଯ୍ୟା ବିଶିଷ୍ଟ ଏବଂ ଅକ୍ସିଜେନ ସିଲିଣ୍ଡରର ବ୍ୟବସ୍ଥା କରାଯାଇଛି। ରବିବାର ଦିନ ଭୁବନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆର୍ଶିବାଦ ପରିଡା,ଅଗ୍ନିଶମ ବିଭାଗ ଅଧିକାରୀ ଅଶୁଂମାନ ସାହୁ,ଏବଂ ଗଡନୃସିହପ୍ରସାଦ ସରଂପଚ ତପନ କଅଁର କେନ୍ଦ୍ରରେ ରହି ସମିକ୍ଷ୍ୟା କରିଥିଲେ ।

new life
You might also like
error: Content is protected !!