News
lipub
samparksetu

ଧନିଆନାଳୀ ନିକଟରେ ହରିଣର ମୃତଦେହ ଉଦ୍ଧାର

ଢେଙ୍କାନାଳ ବନଖଣ୍ଡ ଷଡ଼ଙ୍ଗୀ ବନାଞ୍ଚଳ ଅନ୍ତର୍ଗତ ଧନିଆନାଳୀ ଜଙ୍ଗଲ ନିକଟରେ ଥିବା ରାସ୍ତା ନିକଟରେ ରୁ ଏକ ହରିଣର ମୃତଦେହ ପଡିଥିବାର ଦେଖା ଦେଇଥିବା ବେଳେ ଘଟଣା ସ୍ଥଳରେ ବନକର୍ମଚାରୀ ପହଁଚି ଉଦ୍ଧାର କରିଛନ୍ତି ।

ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ରାସ୍ତା କଡରେ ଏକ ହରିଣ ମୃତଦେହ ପଡିଥିବାର ଖବର ପାଇ ବନପାଳ ଚିନ୍ମୟ କୁମାର ସାହୁ ଏବଂ ବନାଞ୍ଚଳ ଅଧିକାରୀ ଚନ୍ଦ୍ରମଣି ବେହେରାଙ୍କ ଉଦ୍ୟମରେ ହରିଣର ମୃତଦେହ କୁ ସେଠାରୁ ଉଦ୍ଧାର କରାଯାଇ ଥିଲା ।

ତେବେ ଏକ ଅଜଣା ଗାଡି ଧକ୍କାରେ ହରିଣ ଟିର ମୃତ୍ୟୁ ଘଟିଥିବାର ଜଣା ପଡ଼ିଛି ।

new life
You might also like
error: Content is protected !!