News
lipub
samparksetu

ବର୍ଷା ଜଳରେ ୫୩ ନମ୍ବର ଜାତୀୟ ରାଜପଥରେ ଘାଇ ସୃଷ୍ଟି ହୋଇ ଭୁବନ କାମାକ୍ଷାନଗର ଯୋଗାଯୋଗ ବିଚ୍ଛିନ୍ନ !

ଗତକାଲିର ଲଗାଣ ବର୍ଷାରେ ବର୍ଷର ପ୍ରଭାବ ଦୟଣାବିଲ ଠାରେ ଥିବା ନାଳ ଉପରେ ନିର୍ମିତ ଆପ୍ରୋଚ ରୋଡ ଭାଙ୍ଗି ଯାଇଥିଲା। ଫଳରେ ଉଭୟ ପାର୍ଶ୍ଵରେ ଶହ ଶହ ଯାନବାହନ ଅଟକି ରହିଥିଲା। ଯୁଦ୍ଧ କାଳୀନ ପରିସ୍ଥିତିରେ ଠିକା କମ୍ପାନୀ ପକ୍ଷରୁ କାମ କରାଯାଇଅଛି।

କାମାକ୍ଷାନଗର ଉପଜିଲ୍ଲାପାଳ ଏହାର ମରାମତି କାର୍ଯ୍ୟ ତୁରନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଖବର ଶେଷ ସୁଦ୍ଧା ଯାନବାହାନ ସୁଚାରୁରୂପେ ଚଳାଚଳ ହୋଇଛି।

new life
You might also like
error: Content is protected !!