News
lipub
samparksetu

ଘୁଷୁରୀ କିଣିବାକୁ ଯାଇ ଯୁବକ ମୃତ !

ଘୁଷୁରୀ କିଣିବାକୁ ଯାଇ ଯୁବକ ମୃତ । ମୃତ ଯୁବକ ଜଣକ ହେଲେ କଙ୍କଡାହାଡ଼ ଥାନା ଡ଼ଙ୍ଗାପାଳ ଗ୍ରାମ ର ମଟକା ମୁଣ୍ଡା l

ସୂଚନା ଅନୁଯାୟୀ , ମଟକା ଗତକାଲି ରାତିରେ ଘୁଷୁରୀ କିଣିବାକୁ କେଉଁଝର ଜିଲ୍ଲା ତେଲକୋଇ ଥାନା ରେକୁଟି ଗ୍ରାମ କୁ ଯାଇଥିଲେ । କିନ୍ତୁ କୌଣସି କାରଣ ରୁ ତାଙ୍କର ମୃତ୍ୟୁ ହୋଇଯଇଥିଲା ।

ଏ ବିଷୟ ଖବର ପାଇ ପରିବାର ଲୋକେ ମୃତ ଦେହ କୁ ଗାଁ କୁ ଆଣିଥିବା ବେଳେ ଖବର ପାଇ କଙ୍କଡାହାଡ଼ ପୋଲିସ ଗାଁ ରେ ପହଞ୍ଚି ମୃତଦେହ କୁ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ କାମାକ୍ଷାନଗର ମେଡିକାଲ ରେ ଭର୍ତ୍ତି କରାଯାଇଛି l ମୃତ୍ୟୁ ର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି l

new life
You might also like
error: Content is protected !!