News
lipub
samparksetu

ଅଦିନର ଝଡିଗଲା ୨ଜୀବନ ;ପାଇଖାନା ଟାଙ୍କି ରେ ପଡ଼ି ୨ ଶିଶୁ ମୃତ !

ପାଇଖାନ। ଟାଙ୍କିରେ ପଡ଼ି ୨ ଶିଶୁ ମୃତ । ଭୁବନ ଥାନା କହ୍ନେଇପାଳ ଗାଁର ପାତ୍ରସାହି ରେଆଜି ସାନ୍ଧ୍ୟ। ପ୍ରାୟ ୬ଟା ବେଳେ ୨ ଶିଶୁ ଖେଳୁଥିବା ବେଳେ ପାଇଖାନା ଟାଙ୍କିରେ ପଡ଼ି ଯାଇଥିଲେ ।

ତାଙ୍କୁ ଉଦ୍ଧାର କରି କାମାକ୍ଷାନଗର ଡାକ୍ତର ଖାନାଁରେ ଗାଁ ର ଗାଡି ସାହାଯ୍ୟ ରେ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ୨ଶିଶୁ ହେଲେ ପ୍ରଦୀପ ପାତ୍ର ଙ୍କ ଝିଅ ପ୍ରିୟତମା (୬)ଓ ଶେଷ ପାତ୍ର ଙ୍କ ଝିଅ ସୃତି (୪. ) ।ପ୍ରିୟତମା ଦ୍ୱିତୀୟ ଶ୍ରେଣୀ ଓ ସୃତି ଅଙ୍ଗନବାଡି ରେ ପାଠ ପଢୁଥିଲେ ।

new life
You might also like
error: Content is protected !!