News
lipub
samparksetu

୨୦୨୦ ବର୍ଷରେ ଉତ୍ତମ କାର୍ଯ୍ୟ ସମ୍ପାଦନା ନିମନ୍ତେ ପୁରସ୍କୃତ ହେଲେ ଢେଙ୍କାନାଳ ଜିଲ୍ଲାରେ ୮ ଜଣ ପୋଲିସ ଅଫିସର ଏବଂ କର୍ମଚାରୀ

୨୦୨୦ ବର୍ଷରେ ଉତ୍ତମ କାର୍ଯ୍ୟ ସମ୍ପାଦନା ନିମନ୍ତେ ପୁରସ୍କୃତ ହେଲେ ଢେଙ୍କାନାଳ ଜିଲ୍ଲାରେ ୮ ଜଣ ପୋଲିସ ଅଫିସର ଏବଂ କର୍ମଚାରୀ

ଢେଙ୍କାନାଳ ଜିଲ୍ଲାରେ ୮ ଜଣ ପୋଲିସ ଅଫିସର ଏବଂ କର୍ମଚାରୀ ଙ୍କୁ  ଓଡ଼ିଶା ପୋଲିସ ମହା ନିର୍ଦେଶକଙ୍କ ସ୍ୱୀକୃତି କ୍ରମେ ୨୦୨୦ ବର୍ଷରେ ଉତ୍ତମ କାର୍ଯ୍ୟ ସମ୍ପାଦନା ଏବଂ କର୍ତ୍ତବ୍ୟନିଷ୍ଠା ନିମନ୍ତେ ଜିଲ୍ଲା ଆରକ୍ଷୀ ଅଧିକାରୀ ଙ୍କ ଦ୍ଵାରା ପୁରସ୍କୃତ କରାଯାଇଛି ।

ପୁରସ୍କୃତ ଅଫିସର ଏବଂ କର୍ମଚାରୀ ମାନେ ହେଲେ :-

ଏସଆଇ ସତ୍ୟବ୍ରତ ଭୁତିଆ
ଏସଆଇ ଅଭୟ କୁମାର ପ୍ରଧାନ
ଏସଆଇ ବୈକୁଣ୍ଠ ଘଡେଇ
ଏଏସଆଇ ଅଞ୍ଜୁଲତା ନାୟକ
ଏଏସଆଇ ମାଧବ ଚନ୍ଦ୍ର ନାୟକ
ଏଏସଆଇ ନିତ୍ୟାନନ୍ଦ ପତି
କନେଷ୍ଟବଳ ସୁବ୍ରତ କୁମାର ପାଢୀ
କନେଷ୍ଟବଳ ରଞ୍ଜନ କୁମାର ବିଶ୍ବାଳ

new life
You might also like
error: Content is protected !!