ଭୁବନ ବ୍ଲକ ବାଲିବୋ ପଚାଂୟତ କଇଁପାଟହୁଡିଠାରେ ଅବସ୍ଥିତ ବାଲୁଙ୍କେଶ୍ୱର ମହାଦେବ ପୀଠରେ ବାର୍ଷୀକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଏହି ଉତ୍ସବରେ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଶ୍ରୀବତ୍ସ କୁମାର ଦାସ । ମନ୍ଦିର ପରିଚାଳନା କମିଟ ମୁଖ୍ୟ ଆନନ୍ଦ ଚନ୍ଦ୍ର ସାହୁ , ବାଲିବୋ ଗ୍ରାମର ବର୍ଷିୟାନ ଶିକ୍ଷକ ରବିନ୍ଦ୍ର କୁମାର ଦାସ କାନଖାଇ ଗ୍ରାମର ବର୍ଷିୟାନ ମୁରବୀ ସହଦେବ ସାହୁ , ଗରୁଡବନ୍ଧୀ ଗ୍ରାମ ମୁରବୀ ପ୍ରଫୁଲ ରାଉତ ପୁରୀ ଶଙ୍କରାଚାର୍ଯ୍ୟ ପୀଠର ସଚିବ ପଣ୍ଡିତ ମାତୃପ୍ରସାଦ ମିଶ୍ର , ଢେଙ୍କାନାଳ ସାଂସଦ ମହେଶ ସାହୁ , ମଳୟ କୁମାର ତ୍ରୀପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।
ଶିଶିର କୁମାର ଦାସ , ଅରବିନ୍ଦ ମହାଳିକ , ଶୁଭକାନ୍ତ ବର୍ଦ୍ଦନଙ୍କ ସମେତ ମନ୍ଦିର ପରିଚାଳାନା କମିଟର ବହୁ କର୍ମକର୍ତା ଯୋଗଦେଇଥିଲେ ।
