News
lipub
samparksetu

ବାଇକ୍ ରାକେଟ ଠାବ ; ୧୦ ବାଇକ୍ ଜବତ ,୩ ଗିରଫ

ଢେଙ୍କାନାଳ ସହରରୁ ବାରମ୍ବାର ବାଇକ୍ ଚୋରି ହେଉଥିବା ବେଳେ ଏହା ପଛରେ ଥିବା ଏକ ବାଇକ୍ ରାକେଟ ର ୩ଜଣଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି ।

ସେମାନଙ୍କ ଠାରୁ ୧୦ ଟି ବାଇକ ଜବତ କରିଥିବା ବେଳେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ।

ଚୋରି ଘଟଣା ନେଇ ଟାଉନ ଥାନାରେ ୫ଟି ଏବଂ କାମାକ୍ଷାନଗର ଥାନାରେ ଗୋଟିଏ ଓ ତୁମୁସିଙ୍ଗା ଥାନାରେ ଗୋଟିଏ ମାମଲା ରୁଜୁ ହୋଇଥିଲା ।ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଦଳ ଘଟଣାର ତଦନ୍ତ କରି ବାଇକ୍ ଚୋରି ରାକେଟର ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।ସେମାନଙ୍କ ମଧ୍ୟରୁ ଜଣେ କାମାକ୍ଷାନଗର ଥାନା ଅଞ୍ଚଳରୁ ହୋଇଥିବା ବେଳେ ୨ଜଣ ତୁମୁସିଙ୍ଗା ଥାନା ଅଞ୍ଚଳର ।

new life
You might also like
error: Content is protected !!